Friday, March 13, 2026
24.5 C
Odisha

    ଅର୍ଚ୍ଚନା ନାଗଙ୍କ ସ୍ବାମୀ ଥାନାରେ ଅଟକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପୁଣି ଚର୍ଚ୍ଚାରେ ଅର୍ଚ୍ଚନା ନାଗ। ଅର୍ଚ୍ଚନା ନାଗଙ୍କ ସ୍ବାମୀ ଥାନାରେ ଅଟକ । ଜଗବନ୍ଧୁ ଚାନ୍ଦଙ୍କୁ ଭୁବନେଶ୍ବରମଞ୍ଚେଶ୍ବର ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି । ଅର୍ଚ୍ଚନାଙ୍କ ଅଭିଯୋଗ ପରେ ଜଗବନ୍ଧୁଙ୍କୁ ଉଠାଇ ନେଇଛି ପୋଲିସ ।

    ଅର୍ଚ୍ଚନା ଓ ତାଙ୍କ ପୁଅକୁ ଜଗବନ୍ଧୁ ଆକ୍ରମଣ କରି ମାରିବାକୁ ଉଦ୍ୟମ କରିଥିବା ଥାନାରେ ଅଭିଯୋଗ ହୋଇଛି। ଗତ ୩୦ ତାରିଖରେ ଏନେଇ ଅର୍ଚ୍ଚନା ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। ଜଗବନ୍ଧୁଙ୍କ ପାଖରୁ ଗୋଟିଏ ଛୁରି ଜବତ କରାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    48 %
    2.4kmh
    0 %
    Fri
    25 °
    Sat
    39 °
    Sun
    39 °
    Mon
    37 °
    Tue
    38 °

    ସମ୍ବନ୍ଧିତ