Wednesday, July 8, 2026
25.8 C
Odisha

    ଅଲାରନାଥଙ୍କୁ ଦର୍ଶନ କଲେ ରାଜ୍ୟପାଳ, ସର୍ବସାଧାରଣ ଦର୍ଶନ ୧୫ ମିନିଟ ପାଇଁ ବନ୍ଦ

    ଆଗକୁ ପଢନ୍ତୁ

    ବ୍ରହ୍ମଗିରି : ଅଲାରନାଥଙ୍କୁ ଦର୍ଶନ କଲେ ରାଜ୍ୟପାଳ । ଅଲାରନାଥଙ୍କୁ ଦର୍ଶନ କଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି। ବ୍ରହ୍ମଗିରି ଅଲାରନାଥ ମନ୍ଦିରରେ ପହଞ୍ଚିବା ପରେ ଜିଲ୍ଲାପ୍ରଶାସନ ତରଫରୁ ଫୁଲତୋଡ଼ା ଦେଇ ସ୍ୱାଗତ କରାଯାଇଥିଲା । ସିଂହଦ୍ୱାର ସମ୍ମୁଖରେ ସେବାୟତ ନିଯୋଗ ତରଫରୁ ଖଣ୍ଡୁଆ, ନାମାବଳୀ ଓ ଉତ୍ତରୀୟ ଦିଆଯାଇ ସ୍ୱାଗତ କରାଯାଇଛି । ରାଜ୍ୟପାଳ ପ୍ରଥମେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରିବା ପରେ ମହାଲକ୍ଷ୍ମୀ, ଶ୍ରୀଚୈତନ୍ୟ ଓ ମହାବୀରଙ୍କୁ ଦର୍ଶନ କରି ଫେରି ଆସିଥିଲେ । ଅଲାରନାଥ ମନ୍ଦିରରେ ଅଣବସର ମାହାତ୍ମ୍ୟ ସମ୍ପର୍କରେ ସେବାୟତ ମାନଙ୍କ ସହିତ ରାଜ୍ୟପାଳ ଆଲୋଚନା କରିଥିଲେ । ରାଜ୍ୟପାଳଙ୍କ ଗସ୍ତ ପାଇଁ ସର୍ବସାଧାରଣ ଦର୍ଶନ ୧୫ ମିନିଟ ପାଇଁ ବନ୍ଦ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.8 ° C
    25.8 °
    25.8 °
    85 %
    2.3kmh
    97 %
    Tue
    26 °
    Wed
    31 °
    Thu
    32 °
    Fri
    24 °
    Sat
    26 °

    ସମ୍ବନ୍ଧିତ