Tuesday, November 11, 2025
14.5 C
Odisha

    ଆଜିଠାରୁ ଲାଗୁହେଲା ୩୫୦୦ ଟଙ୍କିଆ ବାର୍ଦ୍ଧକ୍ୟ ଭତ୍ତା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜିଠାରୁ ଲାଗୁ ହେବାକୁ ଯାଉଛି ୩୫୦୦ ଟଙ୍କିଆ ବାର୍ଦ୍ଧକ୍ୟ ଭତ୍ତା।ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧିନରେ ବୃଦ୍ଧଙ୍କୁ ମିଳିବ ୩୫୦୦ ଟଙ୍କା ଭତ୍ତା ।୮୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକ ଏବଂ ୮୦% କିମ୍ବା ତା’ଠାରୁ ଅଧିକ ବିକଳାଙ୍ଗ ଥିବା ଦିବ୍ୟାଙ୍ଗ ଏହାଦ୍ୱାରା ଉପକୃତ ହେବେ ।୪ ଲକ୍ଷ ୧୫ ହଜାରରୁ ଅଧିକ ହିତାଧିକାରୀ ଲାଭବାନ ହେବେ ବୋଲି ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଗତ ୩ ତାରିଖରେ ଏ ସଂକ୍ରାନ୍ତରେ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.5 ° C
    14.5 °
    14.5 °
    60 %
    1.2kmh
    0 %
    Tue
    26 °
    Wed
    25 °
    Thu
    25 °
    Fri
    25 °
    Sat
    25 °

    ସମ୍ବନ୍ଧିତ