Saturday, January 10, 2026
11.4 C
Odisha

    ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :  ସୁଭଦ୍ରା ପୋର୍ଟାଲ ଆଜିଠାରୁ ପୁଣି ଖୋଲିବାକୁ ଯାଉଛି । ବୟସ କମ ଥିବାରୁ ଗତଥର ଯେଉଁମାନେ ସୁଭଦ୍ରା ଯୋଜନାରୁ ବାଦ ପଡିଥିଲେ ସେମାନେ ଏଥର ଆବେଦନ କରିପାରିବେ । ୨୦୨୫ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ୨୧ବର୍ଷ ହୋଇଥିବା ଯୁବତୀ ମାନେ ଏଥର ଆବେଦନ କରିପାରିବେ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇ କହିଛନ୍ତି । ନୂଅ ଆବେଦନକାରୀ ମାନେ ଯୋଗ୍ୟ ବିବେଚିତ ହୋଇଥିଲେ ଆସନ୍ତା ମାର୍ଚ୍ଚ ୮ତାରିଖ ମହିଳା ଦିବସରେ ସେମାନଙ୍କୁ ସୁଭଦ୍ରା କିସ୍ତି ପ୍ରଦାନ କରାଯିବ । ନୂଆପଡାରେ ଉପନିର୍ବାଚନ ପାଇଁ ଆଚରଣବିଧି ଲାଗୁ ହୋଇଥିବାରୁ ସୁଭଦ୍ରା ପୋର୍ଟାଲ ସେଠାରେ ଖୋଲିବ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    11.4 ° C
    11.4 °
    11.4 °
    30 %
    1.4kmh
    73 %
    Sat
    26 °
    Sun
    28 °
    Mon
    29 °
    Tue
    29 °
    Wed
    29 °

    ସମ୍ବନ୍ଧିତ