Sunday, April 5, 2026
28 C
Odisha

    ଆଜିଠୁ ଭାରତ ଓ ପାକିସ୍ତାନ ନୌସମରାଭ୍ୟାସ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଅପରେସନ ସିନ୍ଦୂର ଅଭିଯାନ ଶେଷ ହୋଇ ନଥିବାବେଳେ ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ଏକ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି।

    ପ୍ରତିରକ୍ଷା ସୂତ୍ରର ଖବର ଅନୁଯାୟୀ ଦୁଇ ଦେଶ ଆଜିଠାରୁ ଆରବ ସାଗରରେ ଅଲଗା ଅଲଗା ନୌସମରାଭ୍ୟାସ କରିବାକୁ ଯାଉଛନ୍ତି। ଗୋଟିଏ ସମୟରେ ଓ ଗୋଟିଏ ସ୍ଥାନରେ ଦୁଇ ବିରୋଧୀ ଶକ୍ତିର ନୌସମରାଭ୍ୟାସ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି। ରିପୋର୍ଟ ଅନୁଯାୟୀ ସମରାଭ୍ୟାସ ଲାଗି ଦୁଇ ଦେଶର ଏହା ନୌସେନାକୁ ନୋଟିସ ଟୁ ଏୟାରମ୍ୟାନ (ନାଟମ) ଜାରି କରିଛନ୍ତି। ସମରାଭ୍ୟାସ ହେବାକୁ ଥିବା ଅଞ୍ଚଳରେ ଆକାଶ ମାର୍ଗରେ ବିମାନ ଚଳାଚଳ ବନ୍ଦ କରିବା ଲାଗି ଏୟାରଟ୍ରାଫିକ କ​‌େ​‌ଣ୍ଟ୍ରାଲକୁ ନାଟମ ଜାରି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28 ° C
    28 °
    28 °
    51 %
    2.6kmh
    33 %
    Sun
    30 °
    Mon
    38 °
    Tue
    37 °
    Wed
    38 °
    Thu
    36 °

    ସମ୍ବନ୍ଧିତ