Wednesday, August 12, 2026
30.1 C
Odisha

    ୮୨ ବର୍ଷ ବୟସରେ ପାଦ ଦେଲେ ସୁର ରାଉତରାୟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ଜନ୍ମଦିନ । ୮୨ ବର୍ଷ ବୟସରେ ପାଦ ଦେଲେ ସୁର ରାଉତରାୟ। ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ବାସଭବନରେ ଶୁଭେଚ୍ଛଙ୍କ ଭିଡ ଜମିଛି ।

    ସୁର ଭାଇ ମାନେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ । ଏ ନାଁ ପିଲାଠୁ ବୁଢା ସଭିଙ୍କ ବେସ ପରିଚିତ । ସୋସିଆଲ ମିଡ଼ିଆର ସବୁବେଳେ ଚହଳ ପକାଇଥାନ୍ତି ସମସ୍ତଙ୍କର ପ୍ରିୟ ସୁର ଭାଇ । ପ୍ରତ୍ୟକ ଦିନ ରାତି ପାହିଲେ ଗଣମାଧ୍ୟମ ଜରିଆରେ ତାଙ୍କୁ ଦେଖିବାକୁ ମିଳିଥାଏ । ସମସ୍ତଙ୍କ ମୁହଁରେ ହସ ଫୁଟିଥାଏ । ଯେତେବେଳେ ଯାହା ବି କୁହନ୍ତି ଏକଦମ ରୋକଠୋକ । ତେବେ ଆଜି ତାଙ୍କ ଜନ୍ମଦିନ । ୮୨ ବର୍ଷ ବୟସରେ ବି ସେ ଏକଦମ୍ ଫିଟ୍ । ଆଜି ତାଙ୍କ ଜନ୍ମ ଦିନ ଅବସରରେ ଅନେକ ଶୁଭେଚ୍ଛାର ସୁଅ ଛୁଟିଛି । ସମସ୍ତେ ନିଜ ନିଜର ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ସୁସ୍ଥ ଜୀବନ କାମନା କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.1 ° C
    30.1 °
    30.1 °
    71 %
    1.9kmh
    96 %
    Wed
    29 °
    Thu
    29 °
    Fri
    25 °
    Sat
    25 °
    Sun
    28 °

    ସମ୍ବନ୍ଧିତ