Friday, April 3, 2026
39.1 C
Odisha

    ଆଜି ଅଜିତଙ୍କ ଶେଷକୃତ୍ୟ, ସକାଳ ୯ଟାରେ ଆରମ୍ଭ ହେବ ଅନ୍ତିମ ଶୋଭାଯାତ୍ରା

    ଆଗକୁ ପଢନ୍ତୁ

    ମହାରାଷ୍ଟ୍ର : ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ପ୍ରାଣ ହରାଇଥିବା ଦୁଇ ପାଇଲଟ୍ କ୍ୟାପଟେନ ସୁମିତ କାପୁର ଓ କ୍ୟାପଟେନ ଶାମ୍ଭବୀ ପାଠକଙ୍କ ପୋଷ୍ଟମର୍ଟମ ହୋଇଛି । ପ୍ରକ୍ରିୟା ପରେ ମୃତଦେହକୁ ସମ୍ପର୍କୀୟମାନଙ୍କୁ ହସ୍ତାନ୍ତର କରାଯାଇଛି । ବାରାମତୀ ପୁଣ୍ୟଶ୍ଲୋକ ଅହିଲ୍ୟାଦେବୀ ହୋଲକର ସରକାରୀ ମେଡିକାଲ କଲେଜରେ ଶବ ବ୍ୟବଚ୍ଛେଦ ହୋଇଥିଲା ।

    ଏପଟେ ବାରାମତୀରେ ଆଜି ଅଜିତ ପାୱାର ଶେଷକୃତ୍ୟ ହେବ । ଶେଷକୃତ୍ୟ ପୂର୍ବରୁ ସକାଳ ୯ଟାରେ ଅନ୍ତିମଶୋଭାଯାତ୍ରା ଆରମ୍ଭ ହେବ । ଏହି ଅବସରରେ ଶରଦ ପାୱାର, ସୁପ୍ରିୟା ସୁଲେ ଓ ଅଜିତ ପାୱାରଙ୍କ ପରିବାର ଲୋକ ଅନ୍ତିମ ସଂସ୍କାର ପାଇଁ ବାରାମତୀରେ ଅଛନ୍ତି । ବିଦ୍ୟା ପ୍ରତିଷ୍ଠାନ ମୈଦାନରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ