Saturday, March 14, 2026
22 C
Odisha

    ଆଜି ଅପରାହ୍ଣ 3ଟାରୁ ଚାଲିବନି ଆମ ବସ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ଜରୁରୀ କାମରେ ଘରୁ ବାହାରୁ ଥିଲେ ଏହି ଖବର ଜାଣି ରଖନ୍ତୁ । ଆଜି ଅପରାହ୍ଣ 3ଟାରୁ ଚାଲିବନି ଆମ ବସ । ଦୀପାବଳିକୁ ଦୃଷ୍ଟିରେ ରଖି 3ଟା ଯାଏଁ ଗଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଆମ ବସ ସମ୍ପର୍କରେ କ୍ରୁଟ ପକ୍ଷରୁ ଦିଆଗଲା ସୂଚନା । ଭୁବନେଶ୍ୱର ସମେତ ଯେଉଁ ଅଞ୍ଚଳରେ ଆମ ବସ ଚାଲୁଛି, ଆଜି ଅପରାହ୍ନରୁ ବସ ଚଳାଚଳ ବନ୍ଦ ରହିବ । ଆଜି ଦୀପାବଳି ଥିବାରୁ ବସ ସେବା ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି।

    ଏହା ସହ ଯାତ୍ରୀମାନେ ଯେପରି ଅସୁବିଧାର ସମ୍ମୁଖୀନ ନହେବେ, ସେଥିଲାଗି CRUT ପକ୍ଷରୁ ହେଲ୍ପ ଲାଇନ ମଧ୍ୟ ଜାରି କରାଯାଇଛି । ଏହାସହ ୨୧ ତାରିଖରେ ପୂର୍ବ ଭଳି ବସ ସେବା ଜାରି ରହିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    43 %
    1.5kmh
    0 %
    Sat
    38 °
    Sun
    38 °
    Mon
    39 °
    Tue
    38 °
    Wed
    36 °

    ସମ୍ବନ୍ଧିତ