Thursday, October 1, 2026
23.8 C
Odisha

    ଆଜି ଆସିକା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

    ଆଗକୁ ପଢନ୍ତୁ

    ଗଞ୍ଜାମ : ଆଜି ଆସିକା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେଠାକୁ ଯାଇ ବର୍ଷ ପୂର୍ତ୍ତି ଓ ଯୁବ ସମାବେଶ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଯୁବ ସମାବେଶରେ ଜନସାଧାରଣଙ୍କୁ ଉଦବୋଧନ ଦେବେ।

    ବିଜେପି ସରକାରକୁ ବର୍ଷେ ପୂରିଯାଇଥିବାବେଳେ ରାଜ୍ୟ ଅନେକ ସଫଳତା ହାସଲ କରିଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆସିକା ଯାଉଛନ୍ତି। ସେଠାକୁ ଯାଇ ଲୋକଙ୍କ ଭଲମନ୍ଦ ପଚାରି ବୁଝିବା ସହିତ ଜନସାଧାରଣଙ୍କୁ ଉଦବୋଧନ ଦେବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.8 ° C
    23.8 °
    23.8 °
    79 %
    1.6kmh
    13 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ