Sunday, March 22, 2026
25.7 C
Odisha

    ଆଜି ରାତିରେ ବସିବ CCS ବୈଠକ, ଇରାନ ସହ ଇସ୍ରାଏଲ ଓ ଆମେରିକା ଯୁଦ୍ଧ ନେଇ ଆଲୋଚନା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଆଜି ରାତିରେ ବସିବ ସିସିଏସ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ କମିଟି ଅନ ସିକ୍ୟୁରିଟିର ଗୁରୁତ୍ବପୂର୍ଣ୍ଣ ବୈଠକ। ଇରାନ ସହ ଇସ୍ରାଏଲ ଓ ଆମେରିକା ଯୁଦ୍ଧ ନେଇ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଅସ୍ଥିର ପରିସ୍ଥିତି ଏବଂ ସୁରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇପାରେ। ନରେନ୍ଦ୍ର ମୋଦି ତାମିଲନାଡୁରୁ ନୂଆଦିଲ୍ଲୀ ଫେରିବା ପରେ ବୈଠକ ଆରମ୍ଭ ହେବ । ସେ ତାଙ୍କର ଦୁଇ ଦିନିଆ ଗସ୍ତ ସାରି, ରାତି ପ୍ରାୟ 9:30ରେ ଦିଲ୍ଲୀ ପହଞ୍ଚିବେ ବୋଲି ଆଶା କରାଯାଉଛି। ଫେରିବା କ୍ଷଣି ସେ ସିସିଏସ୍‌ ବୈଠକର ଅଧ୍ୟକ୍ଷତା କରିବେ ।

    ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଉତ୍ତେଜନାକୁ ଏଡାଇବା ସହ ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେବା ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    25 %
    1.5kmh
    0 %
    Sun
    27 °
    Mon
    34 °
    Tue
    37 °
    Wed
    37 °
    Thu
    39 °

    ସମ୍ବନ୍ଧିତ