Friday, April 3, 2026
39.1 C
Odisha

    ଆଜି ୧୨ ଘଣ୍ଟିଆ ମୁନିଗୁଡା ବନ୍ଦ

    ଆଗକୁ ପଢନ୍ତୁ

    ରାୟଗଡା : ଆଜି ୧୨ ଘଣ୍ଟିଆ ମୁନିଗୁଡା ବନ୍ଦ । ଏନଏସି ମାନ୍ୟତା ଦାବିରେ ବନ୍ଦ ପାଳନ କରୁଛି ମିଳିତ କ୍ରିୟାନୁଷ୍ଠାନ କମିଟି । ମୁନିଗୁଡାକୁ ଏନଏସି କରିବାକୁ ଦୀର୍ଘ ବର୍ଷ ଧରି ଦାବି ହେଉଛି । କିନ୍ତୁ ମୁନିଗୁଡାକୁ ଏନଏସି ମାନ୍ୟତା ନମିଳିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଏହାକୁ ବିଭିନ୍ନ ସଙ୍ଗଠନ ସମର୍ଥନ କରିଛନ୍ତି । ବନ୍ଦ ଡାକରା ଯୋଗୁ ସ୍କୁଲ, କଲେଜ ଓ ଦୋକାନ ବଜାର ବନ୍ଦ ରହିଛି । ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ