Friday, April 3, 2026
39 C
Odisha

    ଆତଙ୍କ ଖେଳାଇଛି ଗୋଠ ଛଡ଼ା ଦନ୍ତା

    ଆଗକୁ ପଢନ୍ତୁ

    ରେଢାଖୋଲ: ଆତଙ୍କ ଖେଳାଇଛି ଗୋଠ ଛଡ଼ା ଦନ୍ତା । ଦିନରେ ଲୁଚୁଛି, ରାତିରେ ଭାଙ୍ଗୁଛି । ରେଢାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜ କନ୍ଧରା,ଧଉରାଖମଣ,ମହତପୁର ଓ ଆଖପାଖ ଗାଁରେ ଗତ କିଛିଦିନ ହେବ ଗୋଟିଏ ଗୋଠଛଡା ଦନ୍ତା ଆତଙ୍କ ଖେଳାଉଛି । ଦିନବେଳା ଜଙ୍ଗଲରେ ଲୁଚି ରହୁଥିବାବେଳେ ରାତି ହେଲେ ଲୋକଙ୍କ ବାଡିରେ ପଶି ଆମ୍ବ,ପଣସ,କଦଳୀ ଗଛ ଭାଙ୍ଗି ନଷ୍ଟ କରୁଛି । ଏହାସହ ଗାଁଲୋକଙ୍କୁ ଗୋଡାଉଛି । ପ୍ରାଣ ବିକଳରେ ଜୀବନ ବଞ୍ଚାଇବାକୁ ଦୌଡୁଛନ୍ତି । ଖବର ପାଇ ବନବିଭାଗ ଗାଁରେ ପହଞ୍ଚି ହାତୀକୁ ଘଉଡାଇବାକୁ ଉଦ୍ୟମ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ