Wednesday, September 30, 2026
22.7 C
Odisha

    ଆନ୍ତଃଜିଲ୍ଲା ବାଇକ୍ ଚୋରି ରାକେଟ୍ ଗିରଫ, ୨୨ ଗାଡ଼ି ଜବତ

    ଆଗକୁ ପଢନ୍ତୁ

    ରାୟଗଡ଼ା : ଆନ୍ତଃଜିଲ୍ଲା ବାଇକ୍ ଚୋରି ରାକେଟ୍ ଗିରଫ । ୨୨ ଗାଡ଼ି ଜବତ । ରାୟଗଡ଼ା ପୋଲିସକୁ ବଡ଼ ସଫଳତା। ଆନ୍ତଃଜିଲ୍ଲା ଚୋରି ରାକେଟର ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ୮ଟି ଚୋରି ଘଟଣାରେ ଏମାନଙ୍କ ସମ୍ପୃକ୍ତି ଥିବା ସୂଚନା । ଅଭିଯୁକ୍ତଙ୍କ ଠାରୁ ୨୨ଟି ଗାଡ଼ି ଜବତ । ଗୋଟିଏ ଅଟୋ ସହ ବାଇକ୍ ଜବତ ହୋଇଥିବା ପ୍ରେସମିଟରେ ସୂଚନା ଦେଇଛନ୍ତି ରାୟଗଡ଼ା ଏସପି । ଗିରଫ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ରାୟଗଡା ଜିଲ୍ଲାର ଏକାଧିକ ଥାନା ଓ ଆନ୍ଧ୍ରର ପାର୍ବତୀପୁରମ୍ ଥାନାରେ ମାମଲା ରହିଛି। ଲୁଟ୍ ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.7 ° C
    22.7 °
    22.7 °
    83 %
    1.4kmh
    31 %
    Wed
    30 °
    Thu
    30 °
    Fri
    31 °
    Sat
    31 °
    Sun
    31 °

    ସମ୍ବନ୍ଧିତ