Monday, April 6, 2026
28.1 C
Odisha

    ଆମ୍ବଲାନ୍ସକୁ ରାସ୍ତା ନ ଛାଡିବାରୁ କାର୍ ମାଲିକଙ୍କ ଉପରେ ଅଢେଇ ୨.୫ ଲକ୍ଷ ଟଙ୍କାର ଫାଇନ

    ଆଗକୁ ପଢନ୍ତୁ

    ରାସ୍ତାରେ ଆମ୍ବୁଲାନ୍ସକୁ ରାସ୍ତା ନ ଛାଡ଼ିବାରୁ ଏକ କାର୍ ଉପରେ କେରଳ ସରକାର ଅଢେଇ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛନ୍ତି। ଏଭଳି ଉଦାହରଣ ମୂଳକ ପଦକ୍ଷେପ ନେଇ କେରଳର ସ୍ଥାନୀୟ ପ୍ରଶାସନ କାର୍ ମାଲିକଙ୍କ ଘରକୁ ଯାଇ ତାଙ୍କ ହାତରେ ଏହି ଜରିମାନା ଧରାଇଛନ୍ତି।
    ଏହି ଘଟଣା ଘଟିଥିଲା ଯେତେବେଳେ କାର୍ ଚଳାଉଥିବା ବ୍ୟକ୍ତି ପଛରେ ଆସୁଥିବା ଆମ୍ବୁଲାନ୍ସକୁ ବାଟ ଛାଡି ନଥିଲେ। ଯେତେବେଳେ କି ପଛରେ ଆସୁଥିବା ଆମ୍ବୁଲାନ୍ସ ଟି ଜଣେ ରୋଗୀଙ୍କୁ ନେଇ ଆଗକୁ ଯିବାକୁ ଚାହୁଁଥିଲେ। ଏଭଳି ଏକ ଦୁର୍ଭାଗ୍ୟ ଜଣକ ଘଟଣାରେ ସ୍ଥାନୀୟ ପ୍ରଶାସନ ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା।
    ପ୍ରଶାସନର ଏଭଳି ତ୍ୱରିତ ପଦକ୍ଷେପ କାରଣରୁ ସରକାରଙ୍କ ଆମ୍ବୁଲାନ୍ସର ପଥ ସୁଗମ କରିବାକୁ ପ୍ରତିବଦ୍ଧତା ଜଣା ପଡିଛି। ଏଥିସହିତ ରାସ୍ତାରେ ଅତ୍ୟାବଶ୍ୟକ ସେବା ପାଇଁ ପଥକୁ ସୁଗମ କରିବାକୁ ସରକାର ପ୍ରତିବଦ୍ଧତା ଜଣାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.1 ° C
    28.1 °
    28.1 °
    55 %
    4kmh
    100 %
    Mon
    28 °
    Tue
    37 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ