Tuesday, January 6, 2026
18.2 C
Odisha

    ଆର୍ଚେରୀ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ଦୀପିକା କୁମାରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଆଜି ହେଉଛି ପ୍ୟାରିସ ଅଲିମ୍ପିକ୍ସର ଅଷ୍ଟମ ଦିବସ । ଆଜି ୨୫ ମିଟର ମହିଳା ଶୁଟିଂ ଇଭେଣ୍ଟରେ ମନୁ ଭାକର ମାତ୍ର ୧ ପଏଣ୍ଟ ପାଇଁ ପଦକ ବିଜୟରୁ ବଞ୍ଚିତ ହୋଇଥିଲେ । ଏହା ପୂର୍ବରୁ ମନୁ ଚଳିତ ଅଲିମ୍ପିକ୍ସରେ ୨ଟି ପଦକ ଜିତିଥିଲେ । ତଥାପି ମନୁଙ୍କ ପ୍ରଦର୍ଶନକୁ ସାରା ଦେଶ ବେଶ୍ ପ୍ରଶଂସା କରୁଛି । ତେବେ ଏହା ମଧ୍ୟରେ ଆଜି ତିରନ୍ଦାଜୀରେ ଭାରତୀୟ ଆଥଲେଟ୍ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି । ଆର୍ଚେରୀ ମହିଳା ସିଙ୍ଗଲ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ତୀରନ୍ଦାଜ ଦୀପିକା କୁମାରୀ । ସେହିପରି ଅନ୍ୟ ଭାରତୀୟ ତୀରନ୍ଦାଜ ଭଜନ କୌର ମଧ୍ୟ ମୁକାବିଲାକୁ ଓହ୍ଲାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18.2 ° C
    18.2 °
    18.2 °
    47 %
    0.5kmh
    5 %
    Tue
    26 °
    Wed
    27 °
    Thu
    27 °
    Fri
    26 °
    Sat
    27 °

    ସମ୍ବନ୍ଧିତ