Friday, March 13, 2026
34.7 C
Odisha

    ଆସନ୍ତାକାଲି ୧୪ ନୂଆ ପୁଲିସ ଷ୍ଟେସନ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବ୍ୟାପୀ ୧୪ଟି ନବନିର୍ମିତ ପୁଲିସ ଷ୍ଟେସନର ଉଦ୍‌ଘାଟନ କରିବାକୁ ଯାଉଛନ୍ତି। ଉଦ୍‌ଘାଟନ ଉତ୍ସବ ଆସନ୍ତାକାଲି, ଶୁକ୍ରବାର ୭ ମାର୍ଚ୍ଚ ୨୦୨୫, ପୂର୍ବହ୍ନ ୧୧:୩୦ ସମୟରେ ଏକ ଭର୍ଚୁଆଲ୍ ମୋଡ୍‌ରେ ଅନୁଷ୍ଠିତ ହେବ। ନୂତନ ପୁଲିସ ଷ୍ଟେସନଗୁଡ଼ିକ ସେମାନଙ୍କ ଅଞ୍ଚଳରେ ପୁଲିସର ଦକ୍ଷତା ଏବଂ ପ୍ରଭାବକୁ ଉନ୍ନତ କରିବ ବୋଲି ଆଶା କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.7 ° C
    34.7 °
    34.7 °
    11 %
    0.9kmh
    5 %
    Fri
    38 °
    Sat
    39 °
    Sun
    39 °
    Mon
    39 °
    Tue
    38 °

    ସମ୍ବନ୍ଧିତ