Saturday, October 17, 2026
30.5 C
Odisha

    ଜଗା ମୁଣ୍ଡରୁ ବାହାରିବ ହେଲମେଟ୍, ଅନ୍ୟ ପିଲାଙ୍କ ଭଳି ସାଧାରଣ ଜୀବନ ବିତାଇବେ

    ଆଗକୁ ପଢନ୍ତୁ

    କନ୍ଧମାଳ : ଜଗା ମୁଣ୍ଡରୁ ବାହାରିବ ହେଲମେଟ୍ । ଆଉ ଏକ ଅସ୍ତ୍ରୋପଚାର କରାଯିବ । ଅନ୍ୟ ପିଲାଙ୍କ ଭଳି ସାଧାରଣ ଜୀବନ ବିତାଇବ ଜଗା । କନ୍ଧମାଳ ଫିରିଙ୍ଗିଆ ବ୍ଳକ୍ ମେଲୁପଡା ଗାଁର ପୁଷ୍ପାଞ୍ଜଳୀ କହଁର ଓ ଭୂଆଁ କହଁରଙ୍କ ଓୖରସରୁ ଜନ୍ମ ହୋଇଥିଲେ ଯୋଡାମୁଣ୍ଡ ଶିଶୁ ଜଗା କାଳିଆ । ବହୁ ପୂର୍ବରୁ କାଳିଆର ମୃତ୍ୟୁ ହୋଇସାରିଥିବା ବେଳେ ଏବେ ଜଗାକୁ ୧୧ ବର୍ଷ ବୟସ ହେଲାଣି । ବର୍ତ୍ତମାନ ସେ ସୁସ୍ଥ ଥିବାବେଳେ ଭଉଣୀ ସୁଭଦ୍ରା ସହ ଅଙ୍ଗନୱାଡିକୁ ପାଠ ପଢିବା ପାଇଁ ଯାଉଛି ।  ରାଜ୍ୟ ସରକାର ଏକ କୋଟି ଟଙ୍କା ଜଗା କାଳିଆର ଅସ୍ତ୍ରୋପଚାର ନିମନ୍ତେ ପ୍ରଦାନ କରିଥିଲେ । ଦିଲ୍ଲି ଏମସରେ ଅସ୍ତ୍ରୋପଚାର ହୋଇଥିଲା । ଏବେ ଫୁଲବାଣୀ ମେଡିକାଲରେ ଜଗା ଏକ ସ୍ବତନ୍ତ୍ର କେବିନରେ ରହୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.5 ° C
    30.5 °
    30.5 °
    57 %
    2.1kmh
    74 %
    Sat
    28 °
    Sun
    30 °
    Mon
    31 °
    Tue
    30 °
    Wed
    29 °

    ସମ୍ବନ୍ଧିତ