Saturday, December 6, 2025
15.3 C
Odisha

    ଆସନ୍ତା ୨୭ ତାରିଖ ଆଡ଼କୁ ବାତ୍ୟା ଆଶଙ୍କା

    ଆଗକୁ ପଢନ୍ତୁ

    ୨୭ରେ ବାତ୍ୟା ଆଶଙ୍କା । ଆସନ୍ତା ୨୭ ତାରିଖ ଆଡ଼କୁ ବାତ୍ୟା ଆଶଙ୍କା । ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ଥିବା ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଆଜି ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେବା ସମ୍ଭାବନା ।

    ଆସନ୍ତାକାଲି ସୁଦ୍ଧା ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ଆହୁରି ଘନୀଭୂତ ହୋଇ ୨୬ ତାରିଖରେ ଏହା ଗଭୀର ଅବପାତରେ ପରିଣତ ହେବ । ୨୭ ତାରିଖରେ ଏହା ବାତ୍ୟାର ରୂପ ନେଇପାରେ । ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣ-ପଶ୍ଚିମ ଓ ଏହାର ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ। ଏବେ ପଶ୍ଚିମ-ଉଚ୍ଚପଶ୍ଚିମ ଦିଗରେ ଧୀରେ ଧୀରେ ଗତି କରୁଛି ଲଘୁଚାପ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    15.3 ° C
    15.3 °
    15.3 °
    54 %
    1.5kmh
    92 %
    Sat
    15 °
    Sun
    26 °
    Mon
    26 °
    Tue
    27 °
    Wed
    27 °

    ସମ୍ବନ୍ଧିତ