Saturday, April 19, 2025
41.2 C
Odisha

    ଆହୁରି ତିନି ଦିନ ପ୍ରବଳ ବର୍ଷା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜି ଦିନ ତମାମା ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବାନ । ଆସନ୍ତା କାଲି କାଲକାନଗିରି, କଳାହାଣ୍ଡିରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା । ଉତ୍ତର, ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ଛେତିବ । ଅପରାହ୍ନରେ ମଧ୍ୟ ବର୍ଷା ହେବା ନେଇ ସୂଚନା । ବର୍ଷା, ପବନ ସାଙ୍ଗକୁ ଘଡ଼ଘଡ଼ି, ବିଜୁଳି ହେବା ନେଇ ମଧ୍ୟ ପାଣିପାଗ ବିଭାଗ ସତର୍କ କରିଛି । ସକାଳେ ପୁରୀ, କଟକ, ଭୁବନେଶ୍ୱର, ଜଗତସିଂହପୁରରେ ବର୍ଷା ହୋଇସାରିଛି ।୪୦ରୁ ୫୦ କି.ମି. ବେଗରେ ପବନ ମଧ୍ୟ ବହିଛି । ଭୁବନେଶ୍ୱରରେ କିଛି ସ୍ଥାନରେ ଗଛ ଭାଙ୍ଗି ପଡ଼ିଛି । ଅପରାହ୍ନରେ ଟ୍ୱିନସିଟିରେ ବର୍ଷା ହେବା ନେଇ ସତର୍କତା ଜାରି କଲା ପାଣିପାଗ ବିଭାଗ ।

    ୨୨ ପରେ ବର୍ଷା କମିବ । ତାପମାତ୍ରାରେ ପୁଣି ପରିଣତ ଦେଖିବାକୁ ମିଳିବ । ତାପମାତ୍ରା ସର୍ବନିମ୍ନସ୍ତରରେ ୪୦ ଡିଗ୍ରୀ ଛୁଇଁବା ନେଇ ଅନୁମାନ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    41.2 ° C
    41.2 °
    41.2 °
    16 %
    3.9kmh
    10 %
    Sat
    41 °
    Sun
    43 °
    Mon
    43 °
    Tue
    44 °
    Wed
    45 °

    ସମ୍ବନ୍ଧିତ