Sunday, January 25, 2026
29.9 C
Odisha

    ଆହୁରି ବଢିବ ତାତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପ୍ରକୃତିର ଭୟଙ୍କର ନିଆଁ ଜଳୁଛଇ । ଦିନର ତାପମାତ୍ରା ଭୁବନେଶ୍ୱରକୁ ସବୁଠୁ ଉତ୍ତପ୍ତ ସହର ଭାବରେ ପରିଚୟ ଦେଇଛି । ଆଜି ଦିନ ୨.୩୦ ସୁଦ୍ଧା ରାଜଧାନୀ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ଏହି ସମୟ ସୁଦ୍ଧା ସହରର ତାପମାତ୍ରା ୩୯.୬ ଡିଗ୍ରୀ ରେକର୍ଡ ସୃଷ୍ଟି କରିଛି । ଏହାପରେ ଚାନ୍ଦବାଲିରେ ଏହି ତାପମାତ୍ରା ୩୯.୨ ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡ଼ାର ତାପମାତ୍ରା ୩୮.୮ ଡିଗ୍ରୀ ରହିଛି । ଏହାବ୍ୟତୀତ ୩୭.୮ ଡିଗ୍ରୀ ରେକର୍ଡ କରାଯାଇଛି । କେନ୍ଦୁଝରରେ ୩୭.୪ ଡିଗ୍ରୀ ଏବଂ ସମ୍ବଲପୁର ଓ ହୀରାକୁଦର ତାପମାତ୍ରା ୩୭.୨ ଡିଗ୍ରୀରେ ପହଞ୍ଚିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.9 ° C
    29.9 °
    29.9 °
    16 %
    3.3kmh
    0 %
    Sun
    28 °
    Mon
    31 °
    Tue
    32 °
    Wed
    33 °
    Thu
    33 °

    ସମ୍ବନ୍ଧିତ