Tuesday, April 21, 2026
29.4 C
Odisha

    ଆହୁରି ବଢିବ ତାତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପ୍ରକୃତିର ଭୟଙ୍କର ନିଆଁ ଜଳୁଛଇ । ଦିନର ତାପମାତ୍ରା ଭୁବନେଶ୍ୱରକୁ ସବୁଠୁ ଉତ୍ତପ୍ତ ସହର ଭାବରେ ପରିଚୟ ଦେଇଛି । ଆଜି ଦିନ ୨.୩୦ ସୁଦ୍ଧା ରାଜଧାନୀ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ଏହି ସମୟ ସୁଦ୍ଧା ସହରର ତାପମାତ୍ରା ୩୯.୬ ଡିଗ୍ରୀ ରେକର୍ଡ ସୃଷ୍ଟି କରିଛି । ଏହାପରେ ଚାନ୍ଦବାଲିରେ ଏହି ତାପମାତ୍ରା ୩୯.୨ ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡ଼ାର ତାପମାତ୍ରା ୩୮.୮ ଡିଗ୍ରୀ ରହିଛି । ଏହାବ୍ୟତୀତ ୩୭.୮ ଡିଗ୍ରୀ ରେକର୍ଡ କରାଯାଇଛି । କେନ୍ଦୁଝରରେ ୩୭.୪ ଡିଗ୍ରୀ ଏବଂ ସମ୍ବଲପୁର ଓ ହୀରାକୁଦର ତାପମାତ୍ରା ୩୭.୨ ଡିଗ୍ରୀରେ ପହଞ୍ଚିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.4 ° C
    29.4 °
    29.4 °
    38 %
    1.6kmh
    0 %
    Tue
    42 °
    Wed
    43 °
    Thu
    43 °
    Fri
    44 °
    Sat
    43 °

    ସମ୍ବନ୍ଧିତ