Wednesday, April 16, 2025
35.3 C
Odisha

    ଏନିମିଆ ସମସ୍ୟା ପାଇଁ ଚିନ୍ତିତ କି ? ତେବେ ଖାଆନ୍ତୁ ମଖାନା, ମିଳିବ ଜବରଦସ୍ତ ଫାଇଦା

    ଆଗକୁ ପଢନ୍ତୁ

    ମଖାନା ଶରୀର ପାଇଁ ହେଉଛି ଏକ ସୁପରଫୁଡ । ଏଥିରେ ଭରି ରହିଛି ପୋଟାସିୟମ, ମ୍ୟାଗ୍ନେସିୟମ, ଆଇରନ, ଫସଫରସ୍, ଜିଙ୍କ, ଫାଇବର ଆଦି ପୋଷକତତ୍ତ୍ବ । ନିୟମିତ ମଖାନାକୁ ଜଳଖିଆ ଭାବେ ଖାଇପାରିବେ ।

    – ମଖାନା ବ୍ଲଡସୁଗାରକୁ ନିୟନ୍ତ୍ରଣ କରେ । ମଧୁମେହ ରୋଗୀ ନିୟମିତ ଏହାକୁ ସେବନ କରିପାରିବେ ।

    – ମଖାନାରେ କମ୍ କ୍ୟାଲୋରୀ ଓ ଅଧିକ ଫାଇବର ଥାଏ । ତେଣୁ ଓଜନ କମାଇବାକୁ ଚାହୁଁଥିବା ବ୍ୟକ୍ତି ସ୍ନାକ୍ସ ଭାବେ ସେବନ କରିପାରିବେ ।
    -ମଖାନାରେ ଫ୍ଲାଭୋନଏଡ ଓ ପଲିଫେନୋଲ ଭଳି ଆଣ୍ଟିଅକ୍ସିଡାଣ୍ଟ ରହିଛି । ଏହା ଫ୍ରି ରାଡିକାଲ୍ସରୁ ଶରୀରକୁ ରକ୍ଷା କରେ ।

    – ପୋଟାସିୟମ ଓ ମ୍ୟାଗ୍ନେସିୟମରେ ଭରପୁର ଅଟେ ମଖାନା । ଏଥିରେ ସୋଡିୟମ ମାତ୍ରା କମ୍ ଥାଏ । ଏହା ବ୍ଲଡପ୍ରେସର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।

    -ଭରପୂର ମାତ୍ରାରେ ଆଇରନ ଥାଏ ମଖାନାରେ । ରକ୍ତହୀନତା ବା ଏନିମିଆ ସମସ୍ୟା ରହିଛି ତେବେ ନିୟମିତ ମଖାନା ଖାଇଲେ ଲାଭ ମିଳିଥାଏ ।

    -ପିସିଓଏସ ସମସ୍ୟା ଥିବା ମହିଳାମାନେ ନିହାତି ମଖାନା ଖାଇବା ଭଲ । ହାଇ ଫାଇବର ଫୁଡ୍ ହୋଇଥିବାରୁ ଦୀର୍ଘ ସମୟ ଯାଏ ପେଟ ପୂର୍ଣ୍ଣ ହେଲା ଭଳି ଅନୁଭବ ହୁଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.3 ° C
    35.3 °
    35.3 °
    28 %
    2.8kmh
    0 %
    Wed
    36 °
    Thu
    39 °
    Fri
    42 °
    Sat
    43 °
    Sun
    43 °

    ସମ୍ବନ୍ଧିତ