Friday, April 3, 2026
39.1 C
Odisha

    ଏଫ ଏମ କଲେଜରେ ଛାତ୍ରୀ ଆତ୍ମାହୁତି ଘଟଣାରେ ବଡ଼ ଖୁଲାସା, ଅଘଟଣ ଦିନ ନିଜେ ପେଟ୍ରୋଲ ଆଣିଥିଲେ ପୀଡ଼ିତା

    ଆଗକୁ ପଢନ୍ତୁ

    ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ କଲେଜରେ ଛାତ୍ରୀ ଆତ୍ମାହୁତି ଘଟଣାରେ ଏକ ବଡ଼ ଖୁଲାସା । ଘଟଣା ଦିନ ନିଜେ ପେଟ୍ରୋଲ ଆଣିଥିଲେ ପୀଡ଼ିତା । ସାଇକେଲରେ ଯାଇ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଆଣିଥିଲେ । ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ । ଜୁଲାଇ ୧୨ ତାରିଖ ଦିନ ୧୦ଟା ୪ ମିନିଟର ସିସିଟିଭି ଫୁଟେଜ । ଘଟଣା ଦିନ ଛାତ୍ରୀ ଜଣକ ଅଧ୍ୟକ୍ଷଙ୍କ ସହ ମିଟିଂ ପରେ ବାହାରକୁ ଯାଇଥିଲେ । ସେଠାରୁ ନିଜେ ସାଇକେଲରେ ଯାଇ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଆଣିଥିଲେ । ପେଟ୍ରୋଲ ବ୍ୟାଗକୁ ବାହାରେ ରଖି ପୁଣି ଅଧ୍ୟକ୍ଷଙ୍କ ଚ୍ୟାମ୍ବରକୁ ଯାଇଥିଲେ । ସେଠାରୁ ବାହାରକୁ ଆସି ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି କରିଥିଲେ । ସିସିଟିଭି ଫୁଟେଜକୁ ନେଇ କ୍ରାଇମବ୍ରାଞ୍ଚର ତନାଘନା ତଦନ୍ତ ଜାରି ରହିଛି । .

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ