Monday, October 12, 2026
30 C
Odisha

    ଏସସିବିରେ ଚାକିରି ବିକ୍ରି ମାମଲା : ଆଉ ଦୁଇ ଅଭିଯୁକ୍ତ ଗିରଫ, ସଂଖ୍ୟା ୪କୁ ବୃଦ୍ଧି

    ଆଗକୁ ପଢନ୍ତୁ

    କଟକ: କଟକ ଏସସିବିରେ ଚାକିରି ବିକ୍ରି ମାମଲାରେ ଆଉ ଦୁଇ ଅଭିଯୁକ୍ତକୁ ମଙ୍ଗଳାବାଗ ପୁଲିସ ଗିରଫ କରିଛି। ଗିରଫଦାରୀ ସଂଖ୍ୟା ଏବେ ୪ରେ ପହଞ୍ଚିଛି। ଦୁଇ ଅଭିଯୁକ୍ତ ଏସସିବିରେ ନିୟୋଜିତ ଘରୋଇ ଠିକା ସଂସ୍ଥାର ଦୁଇ ଜଣ କର୍ମଚାରୀ ଅଟନ୍ତି। ଅଭିଯୁକ୍ତ ଦ୍ଵୟ ହେଲେ ଦେବାଶିଷ ଦାସ ଓ ଅକ୍ଷୟ ପ୍ରଧାନ। ଏମାନେ ଏସସିବିରେ ଚାକିରି କରାଇଦେବା ନାଁରେ ୧୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । ଏମାନେ ପୂର୍ବରୁ ଗିରଫ ହୋଇଥିବା ଅର୍ପିତ ଓ ଅର୍ଜିତଙ୍କ ସହଯୋଗୀ ଥିବା ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30 ° C
    30 °
    30 °
    51 %
    2.8kmh
    9 %
    Mon
    30 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ