Saturday, April 11, 2026
27.5 C
Odisha

    ଓଲଟିଲା ପିକନିକ୍ ଗାଡ଼ି, ୧୦ ଆହତ

    ଆଗକୁ ପଢନ୍ତୁ

    ସମ୍ବଲପୁର: ଓଲଟିଲା ପିକନିକ୍ ଗାଡ଼ି, ୧୦ ଆହତ ।  ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା କଂସର ନିକଟରେ ଦୁର୍ଘଟଣା ଘଟିଛି ।  ପିକନିକ୍ ପାଇଁ ଭୁବନେଶ୍ବରରୁ ସମ୍ବଲପୁର ଯାଉଥିଲେ ।  କଂସର ନିକଟରେ ଗାଡିଟି ଭାରସାମ୍ୟ ହରାଇ ଡିଭାଇଡରରେ ଚଢ଼ିଯାଇଥିଲା ।  ଗାଡିରେ ଶିଶୁ, ମହିଳା ଓ ବୃଦ୍ଧ ଥିଲେ ।  ସମସ୍ତ ଆହତଙ୍କୁ ସମ୍ବଲପୁର ସଦର ମେଡିକାଲରେ ଭର୍ତ୍ତି କରାଯାଇଛି ।  ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.5 ° C
    27.5 °
    27.5 °
    15 %
    1.5kmh
    0 %
    Sat
    28 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ