Wednesday, July 15, 2026
28.3 C
Odisha

    ତିନିଦିନିଆ କେନ୍ଦୁଝର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ, କହିଛନ୍ତି ତାରିଣୀ ପୀଠର ହେବ ନବକଳେବର

    ଆଗକୁ ପଢନ୍ତୁ

    କେନ୍ଦୁଝର: ତିନିଦିନିଆ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦୁଝର ଷ୍ଟାଡିୟମରେ ଆୟୋଜିତ ଗୋନାସିକା ମହୋତ୍ସବର ଶୁଭ ଉଦଘାଟନ କରିଛନ୍ତି ।  ମୋହୋତ୍ସବରେ ପଡିଥିବା ଷ୍ଟଲରେ କେନ୍ଦୁଝରରୁ mlaରୁ ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ ବିଭିନ୍ନ ଫଟୋ ଓ ନ୍ୟୁଜ ଦେଖି ମୁଖ୍ୟମନ୍ତ୍ରୀ ଖୁସିପ୍ରକାଶ କରିଥିଲେ ।  କହିଛନ୍ତି DPR ପ୍ରସ୍ତୁତ ଚାଲିଛି ।  ସରିଗଲେ କେନ୍ଦୁଝର ସୁନାର କେନ୍ଦୁଝର ହେବ ।

    ତାରିଣୀ ପୀଠର ନବକଳେବର ହେବ ।  ୫୦ କୋଟିରୁ ଅଧିକ ଟଙ୍କାରେ ସାନ ଘାଗରାର ଉନ୍ନତିକରଣ ହେବ ।  ବିର୍ଲା ଗୁପ ଏଠାକୁ ଆସୁଛି , ବଡବିଲ ଯୋଡାକୁ ନେଇ economic jone ହେବ ।  ପ୍ରଥମେ କେନ୍ଦୁଝରକୁ ପ୍ରାଧାନ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ ଶିଳ୍ପପତିଙ୍କୁ ଅନୁରୋଧ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.3 ° C
    28.3 °
    28.3 °
    73 %
    1.9kmh
    99 %
    Wed
    27 °
    Thu
    31 °
    Fri
    28 °
    Sat
    26 °
    Sun
    24 °

    ସମ୍ବନ୍ଧିତ