Sunday, October 18, 2026
24 C
Odisha

    ଓସ୍କାର୍‌ ପୁରସ୍କାର: ଅନୋରା ଶ୍ରେଷ୍ଠ ଚଳଚ୍ଚିତ୍ର, ଆଡ୍ରିଏନ୍ ବ୍ରୋଡି ଶ୍ରେଷ୍ଠ ଅଭିନେତା

    ଆଗକୁ ପଢନ୍ତୁ

    ୱାସିଂଟନ: କାଲିଫର୍ଣ୍ଣିଆର ଲସ୍‌ ଏଞ୍ଜେଲେସ୍‌ଠାରେ ୯୭ତମ ଏକାଡେମି ଆୱାର୍ଡ ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସିନ୍ ବେକରଙ୍କ ଅନୋରା ସିନେମାକୁ ଶ୍ରେଷ୍ଠ ସିନେମା ପୁରସ୍କାର ମିଳିଛି। ଏଥିସହିତ ଆଡ୍ରିଏନ୍ ବ୍ରୋଡି ଏବଂ ମିକି ମାଡିସନ୍‌ଙ୍କୁ ଯଥାକ୍ରମେ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ଅନୋରାକୁ  ଭିନ୍ନ ଭିନ୍ନ ବର୍ଗରେ ୫ଟି ପୁରସ୍କାର ମିଳିଛି।

    ଆଡ୍ରିଏନ୍ ବ୍ରୋଡି ଶ୍ରେଷ୍ଠ ଅଭିନେତା
    ମିକି ମାଡିସନ୍‌ ଶ୍ରେଷ୍ଠ ଅଭିନେତ୍ରୀ

    ଚଳିତବର୍ଷ ଓସ୍କାର ପୁରସ୍କାର ପ୍ରଦାନ ସମାରୋହକୁ କେନନ୍ ଓବ୍ରାୟନ ସଞ୍ଚାଳନ କରିଥିଲେ। ପ୍ରଥମ ଥର ପାଇଁ ‌ହିନ୍ଦୀରେ କିଛି ଘୋଷଣା କରିଥିଲେ। ଡଲ୍‌ବି ଥିଏଟରରେ ପୁରସ୍କାର ପ୍ରଦାନ ସମାରୋହ ଚାଲିଥିବା ବେଳେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର୍‌ ସ୍କେଲରେ ଏହାର ତୀବ୍ରତା ୩.୯ ରହିଥିଲା। ଉପସ୍ଥିତ ଲୋକମାନେ ଏହାର ଝଟ୍‌କା ମଧ୍ୟ ଅନୁଭବ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    86 %
    0.3kmh
    100 %
    Sun
    30 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ