Tuesday, November 10, 2026
25 C
Odisha

    କମିଶନରେଟ ପୋଲିସର ବଡ଼ ଆକ୍ସନ, ରାତି ଅଧରେ ଚାଲିଛି ସ୍ପେଶାଲ ଅପରେସନ୍

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କମିଶନରେଟ ପୋଲିସର ବଡ଼ ଆକ୍ସନ। ରାତି ଅଧରେ ଆରମ୍ଭ ହୋଇଛି ସ୍ପେଶାଲ ଅପରେସନ୍ । ରାଜଧାନୀରେ ଗୋଟିଏ ପରେ ଗୋଟିଏ ୪ଟି ହତ୍ୟାକାଣ୍ଡ ପରେ ଅପରାଧ ରୋକିବାକୁ କମିଶନରେଟ୍ ପୋଲିସର ବଡ଼ ଆକ୍ସନ । ଫୁଟ୍ ପାଟ୍ରୋଲିଂ ସହ ପିସିଆର୍ ପାଟ୍ରୋଲିଂକୁ ମଧ୍ୟ ଜୋରଦାର କରାଯାଇଛି ।

    ବିଭିନ୍ନ ବସ୍ତି ସହ ସହରର ସମ୍ବେଦନଶୀଳ ଅଞ୍ଚଳରେ ପଇଁତରା ମାରୁଛନ୍ତି ପୋଲିସର ଦକ୍ଷ ଅଧିକାରୀ । ଗୋଷ୍ଠୀବଦ୍ଧ ହୋଇ ଅପରାଧ ଘଟାଇବା ପାଇଁ ଯୋଜନା ହେଉଥିବା ସନ୍ଦିଗ୍ଧ ସ୍ଥାନ ଉପରେ ରଖାଯାଇଛି କଡ଼ା ନଜର । ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବା ସହ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ଏହି ବଡ଼ ଅଭିଯାନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25 ° C
    25 °
    25 °
    53 %
    1.8kmh
    0 %
    Tue
    26 °
    Wed
    27 °
    Thu
    26 °
    Fri
    27 °
    Sat
    27 °

    ସମ୍ବନ୍ଧିତ