Wednesday, January 21, 2026
18.5 C
Odisha

    କର୍ପୋରେଟରଙ୍କ ଘର ଉପରକୁ ବୋମାମାଡ଼

    ଆଗକୁ ପଢନ୍ତୁ

    ବ୍ରହ୍ମପୁର   :   ବ୍ରହ୍ମପୁର  କର୍ପୋରେଟରଙ୍କ ଘର ଉପରକୁ ବୋମାମାଡ଼ । 9 ନଂ ୱାର୍ଡ କର୍ପୋରେଟର ସନ୍ତୋଷ ସେଠୀଙ୍କ ଲକ୍ଷ୍ମୀମୃସିଂହ ସାହି ସ୍ଥିତ ବାସଭବନ ଉପରେ ବୋମା ମାଡ଼ କଲେ ଦୁର୍ବୃତ୍ତ । 3 ଦୁର୍ବୃତ୍ତ ବୁଲେଟରେ ଆସି ବୋମା ମାଡ଼ କରି ଫେରାର ହୋଇଯାଇଥିବା ସୂଚନା ରହିଛି ।

    ତେବେ ପୂର୍ବ ଶତ୍ରୁତା ଓ ବ୍ୟବସାୟିକ ଶତ୍ରୁତାରୁ ବୋମା ମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ସେପଟେ ବହୁ ପୁରୁଣା ଅପରାଧୀଙ୍କ ହାତ ଥିବା ଏଭିଯୋଗ କରିଛନ୍ତି କର୍ପୋରେଟର । ଅଧିକ ସୂଚନା ପାଇଁ ଚଦନ୍ତ ଜାରି ରଖିଛି ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18.5 ° C
    18.5 °
    18.5 °
    37 %
    1.6kmh
    0 %
    Wed
    18 °
    Thu
    30 °
    Fri
    30 °
    Sat
    31 °
    Sun
    32 °

    ସମ୍ବନ୍ଧିତ