Sunday, July 5, 2026
24.3 C
Odisha

    କର୍ପୋରେଟରଙ୍କ ଘର ଉପରକୁ ବୋମାମାଡ଼

    ଆଗକୁ ପଢନ୍ତୁ

    ବ୍ରହ୍ମପୁର   :   ବ୍ରହ୍ମପୁର  କର୍ପୋରେଟରଙ୍କ ଘର ଉପରକୁ ବୋମାମାଡ଼ । 9 ନଂ ୱାର୍ଡ କର୍ପୋରେଟର ସନ୍ତୋଷ ସେଠୀଙ୍କ ଲକ୍ଷ୍ମୀମୃସିଂହ ସାହି ସ୍ଥିତ ବାସଭବନ ଉପରେ ବୋମା ମାଡ଼ କଲେ ଦୁର୍ବୃତ୍ତ । 3 ଦୁର୍ବୃତ୍ତ ବୁଲେଟରେ ଆସି ବୋମା ମାଡ଼ କରି ଫେରାର ହୋଇଯାଇଥିବା ସୂଚନା ରହିଛି ।

    ତେବେ ପୂର୍ବ ଶତ୍ରୁତା ଓ ବ୍ୟବସାୟିକ ଶତ୍ରୁତାରୁ ବୋମା ମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ସେପଟେ ବହୁ ପୁରୁଣା ଅପରାଧୀଙ୍କ ହାତ ଥିବା ଏଭିଯୋଗ କରିଛନ୍ତି କର୍ପୋରେଟର । ଅଧିକ ସୂଚନା ପାଇଁ ଚଦନ୍ତ ଜାରି ରଖିଛି ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.3 ° C
    24.3 °
    24.3 °
    98 %
    2.4kmh
    98 %
    Sun
    24 °
    Mon
    29 °
    Tue
    31 °
    Wed
    31 °
    Thu
    32 °

    ସମ୍ବନ୍ଧିତ