Friday, March 13, 2026
22 C
Odisha

    କଲମ୍ବିଆରେ ଭୟଙ୍କର ବିମାନ ଦୁର୍ଘଟଣା, ୧୫ ମୃତ

    ଆଗକୁ ପଢନ୍ତୁ

    ଭେନେଜୁଏଲା : କଲମ୍ବିଆରେ ମର୍ମନ୍ତୁଦ ବିମାନ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି । ସରକାରୀ ଏୟାରଲାଇନ୍ସ Satena ର ‘Beechcraft 1900’ ଟ୍ୱିନ୍-ପ୍ରୋପେଲର୍ ବିମାନ ଦୁର୍ଘଟଣାଗସ୍ତ ହୋଇଛି । ବିମାନଟି କୁକୁଟା ରୁ ଓକାନା ଅଭିମୁଖେ ଯାଉଥିବା ବେଳେ ‘ଲା ପ୍ଲାୟା ଡେ ବେଲେନ’ ନିକଟ ପାର୍ବରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ଥିବା ସମସ୍ତ ୧୩ ଜଣ ଯାତ୍ରୀ ଓ ୨ ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି । କଲମ୍ବିଆର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଦୁର୍ଘଟଣାର କାରଣ ଖୋଜୁଛି । ପ୍ରାଥମିକ ସୂଚନା ଅନୁସାରେ ଖରାପ ପାଗ କିମ୍ବା ବୈଷୟିକ ତ୍ରୁଟି ଯୋଗୁଁ ବିମାନ ଦୁର୍ଘଟଣା ହୋଇଥିବା ସନ୍ଦେହ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    22 %
    1.1kmh
    0 %
    Fri
    38 °
    Sat
    39 °
    Sun
    39 °
    Mon
    39 °
    Tue
    38 °

    ସମ୍ବନ୍ଧିତ