Thursday, September 19, 2024
23 C
Odisha

    କିପରି ଜାଣିବେ ଆପଣଙ୍କର ଲଭ୍ ହେବ ନାଁ ଆରେଞ୍ଜ ମ୍ୟାରେଜ ହେବ

    ଆଗକୁ ପଢନ୍ତୁ

    ବିବାହକୁ ନେଇ ସମସ୍ତଙ୍କ ମନରେ ଉତ୍ସୁକତା ଦେଖାଦେଇଥାଏ । ପ୍ରତ୍ୟେକ ବ୍ୟକ୍ତି ଜଣିବାକୁ ଚାହେଁ ଯେ ତାଙ୍କର ଲଭ ନାଁ ଆରେଞ୍ଜ ମ୍ୟାରେଜ ହେବ । କିଛି ଲୋକେ ହାତ ରେଖା କିମ୍ବା ଜାତକ ଦେଖି ବିବାହ ଉପରେ ଟିପ୍ପଣୀ ଦିଅନ୍ତି । ଏଥିପାଇଁ ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତି । କିନ୍ତୁ ଆପଣ ଚାହୁଁଛନ୍ତି କି ଅତି ସହଜରେ କିପରି ଜାଣିବେ ବିବାହ ସମ୍ପର୍କରେ । ତେବେ ଆସନ୍ତୁ ଆମେ କହୁଛୁ ଏହାର ଗଣିତ ।

    ଯେଉଁ ବ୍ୟକ୍ତିର ଜନ୍ମ ମାସର 25 ତାରିଖରେ ହୋଇଥାଏ ତାଙ୍କର ମୁଲାଙ୍କ 2+5 = 7 ହେବ। ଯଦି କାହାର ଜନ୍ମ 28 ହୁଏ ତେବେ 2+8=10, 1+0=1 ହେବ ।

    1- ଏହି ଅଙ୍କକୁ ସୂର୍ଯ୍ୟଙ୍କ ପ୍ରତିକ ବୋଲି କୁହାଯାଏ । ଏହି ଲୋକେ ମାନେ ପ୍ରେମରେ ପଡି ପାରନ୍ତି ନାହିଁ । ତେଣୁ ଏମାନେ ପ୍ରେମ ବିବାହ କରିବାର ଚାନ୍ସ କମ ଥାଏ ।
    2- ଏହି ଅଙ୍କର ବ୍ୟକ୍ତିବିଶେଷ ମାନେ ବହୁ ଚିନ୍ତାକରି ପ୍ରେମରେ ବିଶ୍ୱାସ କରନ୍ତି । ଏଥିପାଇଁ ଏମାନେ ତାଙ୍କ ପ୍ରେମିକାକୁ ବିବାହ କରିବାକୁ ପସନ୍ଦ କରନ୍ତି । ଏହି ଅଙ୍କ ଚନ୍ଦମାର ପ୍ରତିକ ହୋଇଥାଏ । ଏଥିପାଇଁ ଏମାନେ ଚଞ୍ଚଳ ସ୍ୱବାବର ହୋଇଥାନ୍ତି ।
    3- ଗୁରୁର ପ୍ରକିତ ଏହି ଅଙ୍କ । 3 ମୁଲାଙ୍କ ଥିବା ବ୍ୟକ୍ତିମାନେ ଲଭ୍ ମ୍ୟାରେଜରେ ସଫଳ ହୁଅନ୍ତି ।
    4- ଏହି ଅଙ୍କ ରାହୁର ପ୍ରତିକ । 4 ଅଙ୍କ ଥିବା ବ୍ୟକ୍ତି ଅଧିକ ପ୍ରେମ ସମ୍ବନ୍ଧ ରଖିଥାନ୍ତି । ତଥାପି ଏମାନଙ୍କ ବିବାହ ପସନ୍ଦ ଅନୁସାରେ ହୋଇଥାଏ ।
    5- ଏହି ଅଙ୍କ ଥିବା ବ୍ୟକ୍ତମାନେ ବୁଧର ପ୍ରତିକ ହୋଇଥାଏ । ଏମାନେ ସ୍ୱଭାବରେ ସବୁତ ସରଳ ହୋଇଥାନ୍ତି । ଏମୋନେ ପରିବାରର ସହମତିରେ ବିବାହ କରନ୍ତି ।
    6- ଏହି ଅଙ୍କର ବ୍ୟକ୍ତିଙ୍କୁ ପ୍ରେମରେ ସଫଳଥା ମିଳେ । ଏକରୁ ଅଧିକ ପ୍ରେମ କରୁଥିାବରୁ ଏମାନେ ପ୍ରେମୀମାନଙ୍କୁ ହଜାଇ ଦିଅନ୍ତି ।
    7- ଏହି ଅଙ୍କର ବ୍ୟକ୍ତିଙ୍କ ସ୍ୱଭାବ ବହୁତ ଲାଜକୋଳା ହୋଇଥାଏ । ପ୍ରେମ ବିବାହ ପାଇଁ ଇଚ୍ଛାଥିଲେ ମଧ୍ୟ ସେମାନେ ପ୍ରକାଶ କରିପାରନ୍ତି ନାହିଁ । ଲଭ ହେଉ କିମ୍ବା ଆରେଞ୍ଜ ସେମାନେ ତାଙ୍କ ଜୀବନ ସାଥୀଙ୍କୁ ବହୁତ ଖୁସିରେ ରଖନ୍ତି ।
    8- ଶନି ପ୍ରତିକ ହୋଇଥାଏ ଏହି ଅଙ୍କ । ଏହି ଲୋକମାନେ ବହୁତ କମ ପ୍ରେମରେ ପଡନ୍ତି । ଯଦି ଥରେ ପ୍ରେମରେ ପଡିଯାଆନ୍ତି ତେବେ ତାଙ୍କୁ ହିଁ ବିବାହ କରନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23 ° C
    23 °
    23 °
    95 %
    0.8kmh
    28 %
    Thu
    30 °
    Fri
    31 °
    Sat
    32 °
    Sun
    32 °
    Mon
    31 °

    ସମ୍ବନ୍ଧିତ