ଭୁବନେଶ୍ୱର : ଭୁବନେଶ୍ୱର କିମ୍ସ ହସ୍ପିଟାଲ ହେମାଟୋଲୋଜି ବିଭାଗ ପକ୍ଷରୁ ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ । ବୋନ ମ୍ୟାରୋ ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ନୟାଗଡ଼ର ଯାମିନୀ କୃଷ୍ଣ ପଟ୍ଟନାୟକ । ତାଙ୍କର ବୟସ ୬୫ ବର୍ଷ । ଦୀର୍ଘଦିନ ହେବ ସେ ଏକ ରୋଗରେ ଆକ୍ରାନ୍ତ ହୋଇ ଚାଲି ପାରୁନଥିଲେ । ସେଥିପାଇଁ କିମ୍ସରେ ଚିକିତ୍ସିତ ହେଉଥିଲେ । ଏବେ ତାଙ୍କର ବୋନ ମ୍ୟାରୋ ଟ୍ରାନ୍ସପ୍ଳାଣ୍ଟ ପରେ, ସେ ଏବେ ସମ୍ପୂର୍ଣ ସୁସ୍ଥ ଅଛନ୍ତି ।