Monday, September 29, 2025
24.7 C
Odisha

    କୁଞ୍ଚୁ କୁଞ୍ଚୁଆ କେଶରେ ଲଗାନ୍ତୁ ଦହିର ମାସ୍କ, ଦେଖିବେ ଚତ୍ମକାର

    ଆଗକୁ ପଢନ୍ତୁ

    କୁଞ୍ଚୁ କୁଞ୍ଚୁଆ କେଶ ସମସ୍ତଙ୍କୁ ପସନ୍ଦ ଆସିଥାଏ । କିନ୍ତୁ ଏହାକୁ ସମ୍ଭାଳିବା ଏବଂ ଏହାର ଯତ୍ନ ଖିବା ବହୁତ କଷ୍ଟ କାମ ହୋଇଥାଏ । ସିଧା ଏବଂ ଲମ୍ବା କେଶ ଥିବା ମହିଳା ମାନଙ୍କର ହେୟାର ଷ୍ଟାଇଲ୍ ବଦଳାଇବା ଅତି ସହଜ ହୋଇଥାଏ କିନ୍ତୁ କୁଞ୍ଚୁ କୁଞ୍ଚୁଆ କେଶ ଥିବା ମହିଳାଙ୍କ ପାଇଁ ଏହା କଷ୍ଟକର ହୋଇଥାଏ । ଯଦି ଆପଣ ପ୍ରାକୃତିକ ଉପାୟରେ କୁଞ୍ଚୁ କୁଞ୍ଚୁଆ କେଶର ଦେଖାଶୁଣା କରିବେ ତ’ ସେ ବହୁତ ସୁନ୍ଦର ଦିଶିଥାଏ । ଏହାକୁ ସୁନ୍ଦର ଏବଂ ସ୍ବାସ୍ଥ୍ୟକର କରିବା ପାଇଁ କିଛି ସ୍ପେସିୟଲ୍ ସାମ୍ପୁ ଓ କଂଡିସନର ବ୍ୟବହାର କରନ୍ତୁ । କିନ୍ତୁ ଆଜି ଆମେ ଆପଣଙ୍କୁ କୁଞ୍ଚୁ କୁଂଚିଆ କେଶ ପାଇଁ ଦହି ମାକ୍ସର ବ୍ୟବହାର ବିଷୟରେ ଜଣାଇବୁ ।

    ଦହିର ମାକ୍ସ : ଏହି ମାସ୍କକୁ ପ୍ରସ୍ତୁତ କରିବା ଅତି ସହଜ ଆଉ କେହିବି ଏହାକୁ ତିଆରି କରିପାରିବେ । ଏହାକୁ ତିଆରି କରିବା ପାଇଁ ଆପଣଙ୍କୁ ୨୫୦ଗ୍ରାମର ଦହି, ଆଲୋବେରା ଓ ଗୋଟିଏ ଅଣ୍ଡା । ଏବେ ଏହା ସବୁକୁ ଏକ ପାତ୍ରରେ ଏକତ୍ର ଭଲଭାବେ ମିଶାଇ ନିଅନ୍ତୁ । ଏବେ ଏହି ପେଷ୍ଟକୁ କେଶର ମୂଳରେ ଲଗାଇ ହାତ ସାହାଯ୍ୟରେ ହାଲକା ମାଲିସ୍ କରନ୍ତୁ । ଏହି ପେଷ୍ଟକୁ ଆପଣ ସପ୍ତାହରେ ଦୁଇରୁ ତିନି ଥର ଲଗାଇପାରିବେ । ଆପଣ ନିଜେ ଦେଖିବେ କି ଆପଣଙ୍କ କେଶ ଆଗ ଠାରୁ ଅଧିକ ନରମ ଏବଂ ଭଲ ଦେଖାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.7 ° C
    24.7 °
    24.7 °
    92 %
    1.3kmh
    11 %
    Mon
    25 °
    Tue
    30 °
    Wed
    31 °
    Thu
    29 °
    Fri
    28 °

    ସମ୍ବନ୍ଧିତ