Sunday, March 22, 2026
20.3 C
Odisha

    କେନ୍ଦୁଝର ପାଟଣାରେ ତିଆରି ହେବ ବୃହତ ଇସ୍ପାତ କାରଖାନା : ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    କେଉଁଝର : କେଉଁଝର ପାଟଣାରେ ହେବ ମେଗା ଷ୍ଟିଲ ପ୍ଲାଣ୍ଟ । ଏ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚମ୍ପୁଆ ଚନ୍ଦ୍ରଶେଖର କଲେଜ ବାର୍ଷିକ ଉତ୍ସବରେ ଭାଷଣା ଦେବାବେଳେ ମୁଖ୍ୟମନ୍ତ୍ରୀ ଏହି ବଡ଼ ଘୋଷଣା କରିଛନ୍ତି । ୩୦ ହଜାରରୁ ୪୦ ହଜାର କୋଟି ବିନିଯୋଗରେ ନିର୍ମାଣ ହେବ ଏହି ମେଗା ଇସ୍ପାତ କାରଖାନା; ଯାହା ନେଇ ମୁଖ୍ୟମନ୍ତ୍ରୀ ଦେଲେ ସୂଚନା। ଏ ନେଇ ଜେଏସଡବ୍ଲ୍ୟୁ ଓ ପୋସ୍କୋ କମ୍ପାନୀ ସରକାରୀଙ୍କ ସହ ଏମଓୟୁ କରିଛନ୍ତି । ଖୁବଶୀଘ୍ର ଏ ନେଇ କାମ ଆରମ୍ଭ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    20.3 ° C
    20.3 °
    20.3 °
    44 %
    1.3kmh
    13 %
    Sun
    33 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ