Wednesday, April 8, 2026
22.9 C
Odisha

    ଗାଡି ଧକ୍କାରେ ୫୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ, ପ୍ରତିବାଦରେ ରାସ୍ତାରୋକ କଲେ ସ୍ଥାନୀୟ ଲୋକ

    ଆଗକୁ ପଢନ୍ତୁ

    ପିପିଲି  : ପୁରୀ ଜିଲ୍ଲା  ନିମାପଡା ମୁଖ୍ୟ ରାସ୍ତାରେ ଦୁର୍ଘଟଣା ଘଟିଛି। ପୁରୀ ଜିଲ୍ଲା ବଳଙ୍ଗା ସାତଶଙ୍ଖ ନିମାପଡା ମୁଖ୍ୟ ରାସ୍ତାର ନୂଆହାଟରେ ରାସ୍ତାରୋକ କରାଯାଇଛି ।  ଆଜି ସକାଳୁ ଗାଡି ଧକ୍କାରେ ୫୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।  ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ସ୍ଥାନୀୟ ଲୋକ ।   ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଥିବା ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.9 ° C
    22.9 °
    22.9 °
    85 %
    1.8kmh
    18 %
    Wed
    38 °
    Thu
    37 °
    Fri
    39 °
    Sat
    39 °
    Sun
    40 °

    ସମ୍ବନ୍ଧିତ