Monday, June 15, 2026
37.6 C
Odisha

    ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭାଇ, ଜଣଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ଜଣଙ୍କର ହେଲା ମୃତ୍ୟୁ

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼ : ଦୁଇ ଭାଇଙ୍କ ସଲିଳସମାଧି । ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଝୁପୁରୁଙ୍ଗା ଗାଁର ଦୁଃଖଦ ଘଟଣା । ଗାଁର ଛିଟକେନଢିପାରେ ପୋଖରୀରେ ଗାଧୋଇବାକୁ ଯାଇ ଦୁଇ ଭାଇ ଦେବାଶିଷ ମାକର ଓ ଚିତ୍ତ ମାକର ବୁଡ଼ିଯାଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ମୃତଦେହ ଉଦ୍ଧାର କରିଛି । ପ୍ରଥମେ ଦେବାଶିଷ ପାଣିକୁ ଓହ୍ଲାଇ ବୁଡ଼ିବାକୁ ଯାଉଥିବା ବେଳେ ବଡ଼ଭାଇ ଚିତ୍ତ ମାକର ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ । ଆଜି ସକାଳୁ ମୃତଦେହ ଉଦ୍ଧାର ପରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ । ହେମଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରଖାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    37.6 ° C
    37.6 °
    37.6 °
    35 %
    1kmh
    64 %
    Mon
    39 °
    Tue
    42 °
    Wed
    43 °
    Thu
    42 °
    Fri
    40 °

    ସମ୍ବନ୍ଧିତ