Friday, February 13, 2026
16.2 C
Odisha

    ଗାଧୋଉଥିବା ସମୟରେ ବୁଡ଼ିଗଲେ ୬ ଛାତ୍ରଛାତ୍ରୀ

    ଆଗକୁ ପଢନ୍ତୁ

    ବେଦବ୍ୟାସ ନିକଟରେ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ସମୟରେ ବୁଡ଼ିଗଲେ ୬ ଛାତ୍ରଛାତ୍ରୀ। ଖବରପାଇ ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ପରେ ଉକ୍ତ ଛାତ୍ରଛାତ୍ରୀଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ପଠାଯାଇଥିଲା। ରାଉରକେଲା ସହରର ଏକ ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜର ୬ ଜଣ ଛାତ୍ରଛାତ୍ରୀ ଗାଧୋଇବା ସମୟରେ ବୁଡି ଯାଇଥିବା ସୂଚନା । ଖବର ଅନୁଯାୟୀ, ସେମାନଙ୍କ ମଧ୍ୟରୁ ୨ଛାତ୍ର ନଦୀରେ ବୁଡି ମୃତ୍ୟୁବରଣ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    16.2 ° C
    16.2 °
    16.2 °
    41 %
    1.1kmh
    92 %
    Fri
    32 °
    Sat
    33 °
    Sun
    34 °
    Mon
    34 °
    Tue
    33 °

    ସମ୍ବନ୍ଧିତ