Friday, June 19, 2026
34.3 C
Odisha

    ଗ୍ୟାଙ୍ଗଷ୍ଟାର ରବି କାନା ଥାଇଲ୍ୟାଣ୍ଡରୁ ଗିରଫ

    ଆଗକୁ ପଢନ୍ତୁ

    ଉତ୍ତର ପ୍ରଦେଶ ପୋଲିସକୁ ବଡ ସଫଳତା । ସ୍କ୍ରାପ ମାଫିଆ ରବି କାନାକୁ ଥାଇଲାଣ୍ଡର ବ୍ୟାଙ୍କକରୁ ଗିରଫ କଲା ପୋଲିସ । ଦୀର୍ଘଦିନରୁ ଫେରାର ଥିବା ରବି ଥାଇଲ୍ୟାଣ୍ଡରେ ଲୁଚିଥିଲା । ଖୁବଶୀଘ୍ର ନୋଏଡା ପୋଲିସ ତାକୁ ଭାରତ ନେଇ ଫେରିବ। ଗ୍ୟାଙ୍ଗଷ୍ଟାର ରବି କାନା ବିରୁଦ୍ଧରେ ନୋଏଡା ପୋଲିସର ଅଭିଯାନ ଜାରି ରହିଛି । ଗତ କିଛି ଦିନ ପୂର୍ବରୁ ପୋଲିସ ତା ସ୍ତ୍ରୀକୁ ଗିରଫ କରିଥିଲା । ପତ୍ନୀଙ୍କୁ ଗିରଫ କରିବା ପରେ ପୋଲିସ ତାକୁ ଗିରଫ କରିଛି । ବିଭିନ୍ନ ସ୍ଥାନରେ ଚଢାଉ କରି ଗତ ଦୁଇମାସ ଧରି ପୋଲିସ ତା ସହଯୋଗୀଙ୍କୁ ଗିରଫ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    34.3 ° C
    34.3 °
    34.3 °
    43 %
    2.2kmh
    82 %
    Fri
    29 °
    Sat
    38 °
    Sun
    38 °
    Mon
    38 °
    Tue
    37 °

    ସମ୍ବନ୍ଧିତ