Tuesday, April 7, 2026
22.5 C
Odisha

    ଘନ କୁହୁଡ଼ି ହେଲା କାଳ, ୩ ଗୁରୁତର

    ଆଗକୁ ପଢନ୍ତୁ

    ରେଢାଖୋଲ : ଘନ କୁହୁଡ଼ି ହେଲା କାଳ । ବସ୍-ହାଇୱା ମୁହାଁମୁହିଁ ଧକ୍କା । ୩ ଗୁରୁତର । ରେଢାଖୋଲ- ବୌଦ୍ଧ ରାସ୍ତାର ପଣ୍ଡକିମାଳ ଚୌରି ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍ ଟି ଯାଉଥିବାବେଳେ ପାଉଁଶ ବୋଝେଇ ହାଇୱା ସହ ଧକ୍କା ହୋଇଥିଲା । ଫଳରେ ହାଇୱାଟି ରାସ୍ତା ତଳକୁ ଓଲଟି ପଡିଥିଲା । ଏଥିରେ ହାଇୱାର ଡ୍ରାଇଭର ଓ ହେଲପର୍ ଗୁରୁତର ହୋଇଛନ୍ତି । ବସ୍ ରେ ଜଣେ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ପୋଲିସ ଗାଡିକୁ ଜବତ କରି ତଦନ୍ତ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    77 %
    0.8kmh
    0 %
    Tue
    35 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ