Friday, April 3, 2026
33.6 C
Odisha

    ଘରେ ଶୋଥିବା ବେଳେ ଟାଣି ନେଇ ଯୁବକଙ୍କୁ ଦଳି ମାରିଦେଲା ହାତୀ

    ଆଗକୁ ପଢନ୍ତୁ

    ଭଞ୍ଜନଗର : ଯୁବକଙ୍କୁ ଦଳିଦେଲା ଦନ୍ତା । ଘରେ ଶୋଥିବା ବେଳେ ଘରୁ ଟାଣି ନେଇ ଯୁବକଙ୍କୁ ମାରିଦେଲା ବଣୁଆ ହାତୀ । ଗଞ୍ଜାମ ଜିଲ୍ଲା ଉତ୍ତର ଘୁମସର ବନଖଣ୍ଡ ମୁଜାଗଡ଼ ବନାଞ୍ଚଳ ବେଲାଟୁଣି ଗାଁର ଘଟଣା । ଘର ପିଣ୍ଡାରେ ଶୋଇଥିବାବେଳେ ଭୋରରୁ ଆକ୍ରମଣ କରିଥିଲା ହାତୀ । ପରେ ପରେ ଗୋଡ଼ାଇ ଗୋଡ଼ାଇ ମାରି ପାଖ ବିଲରେ ପକାଇ ଦେଲା । ମୃତକ ହେଲେ ବିକ୍ରମ ନାୟକ । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ କରୁ ଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ