Sunday, November 1, 2026
27.8 C
Odisha

    ଘରେ ଶୋଥିବା ବେଳେ ଟାଣି ନେଇ ଯୁବକଙ୍କୁ ଦଳି ମାରିଦେଲା ହାତୀ

    ଆଗକୁ ପଢନ୍ତୁ

    ଭଞ୍ଜନଗର : ଯୁବକଙ୍କୁ ଦଳିଦେଲା ଦନ୍ତା । ଘରେ ଶୋଥିବା ବେଳେ ଘରୁ ଟାଣି ନେଇ ଯୁବକଙ୍କୁ ମାରିଦେଲା ବଣୁଆ ହାତୀ । ଗଞ୍ଜାମ ଜିଲ୍ଲା ଉତ୍ତର ଘୁମସର ବନଖଣ୍ଡ ମୁଜାଗଡ଼ ବନାଞ୍ଚଳ ବେଲାଟୁଣି ଗାଁର ଘଟଣା । ଘର ପିଣ୍ଡାରେ ଶୋଇଥିବାବେଳେ ଭୋରରୁ ଆକ୍ରମଣ କରିଥିଲା ହାତୀ । ପରେ ପରେ ଗୋଡ଼ାଇ ଗୋଡ଼ାଇ ମାରି ପାଖ ବିଲରେ ପକାଇ ଦେଲା । ମୃତକ ହେଲେ ବିକ୍ରମ ନାୟକ । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ କରୁ ଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.8 ° C
    27.8 °
    27.8 °
    73 %
    1.2kmh
    20 %
    Sun
    28 °
    Mon
    25 °
    Tue
    28 °
    Wed
    26 °
    Thu
    27 °

    ସମ୍ବନ୍ଧିତ