Monday, November 10, 2025
14.9 C
Odisha

    ଚଢ଼ିଗଲା ୧୪ ଚକିଆ ଟ୍ରକ, ଚାଲିଗଲା ବୃଦ୍ଧା ମହିଳାଙ୍କ ଜୀବନ

    ଆଗକୁ ପଢନ୍ତୁ

    ଆଠଗଡ଼   :   ଚଢିଗଲା ଟ୍ରକ, ଚାଲିଗଲା ଜୀବନ । ଟାଙ୍ଗୀ ଚୌଦ୍ବାର ବ୍ଲକ କଖଡି ବଜାର ନିକଟରେ ଏକ ମର୍ମନ୍ତୁଦ  ଦୁର୍ଘଟଣା ଘଟିଛି । ଜଣେ ବୃଦ୍ଧା ମହିଳାଙ୍କ ଉପରେ ଚଢ଼ିଗଲା ୧୪ ଚକିଆ ଟ୍ରକ । ଘଟଣା ସ୍ଥଳରେ ହିଁ ବୃଦ୍ଧାଙ୍କ ମୃତ ହୋଇଛି । ମୃତକ ମାଳତୀ ସାହୁ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଗାଡ଼ିକୁ ଭଙ୍ଗାରୁଜା କରିଛନ୍ତି । ରାସ୍ତା ଅବରୋଧ କରି ଧାରଣାରେ ବସି ରହିଛନ୍ତି । ଏବେବି ଟ୍ରକ ଚକା ତଳେ ଚାପି ହୋଇରହିଛନ୍ତି ବୃଦ୍ଧା । ଘଟଣା ସ୍ଥଳରେ ଚୌଦ୍ବାର ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.9 ° C
    14.9 °
    14.9 °
    58 %
    1.6kmh
    0 %
    Sun
    15 °
    Mon
    25 °
    Tue
    25 °
    Wed
    25 °
    Thu
    26 °

    ସମ୍ବନ୍ଧିତ