Friday, October 30, 2026
22.2 C
Odisha

    ଚନ୍ଦ୍ରଭାଗାଠାରୁ ୪୦ କିଲୋମିଟର ଦୂର ସମୁଦ୍ର ଭିତରେ ଡ୍ରିଲିଂ, ଖଣିଜ ଓ ପ୍ରାକୃତିକ ସମ୍ପଦର ସନ୍ଧାନକୁ ନେଇ ବଢ଼ିଲା ଚର୍ଚ୍ଚା

    ଆଗକୁ ପଢନ୍ତୁ

    କୋଣାର୍କ: ଚନ୍ଦ୍ରଭାଗାଠାରୁ ୪୦ କିଲୋମିଟର ଦୂର ସମୁଦ୍ର ଭିତରେ ଡ୍ରିଲିଂ । ଖଣିଜ ଓ ପ୍ରାକୃତିକ ସମ୍ପଦର ସନ୍ଧାନକୁ ନେଇ ବଢ଼ିଲା ଚର୍ଚ୍ଚା । ପୁରୀ ଜିଲ୍ଲାର କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗା ସମୁଦ୍ରକୂଳଠାରୁ ପ୍ରାୟ ୪୦ କିଲୋମିଟର ଦୂର ସମୁଦ୍ରରେ ଆରମ୍ଭ ହୋଇଛି ଏହି ଡ୍ରିଲିଂ କାର୍ଯ୍ୟ । ଏହାର ଉଦ୍ଦେଶ୍ୟ ଓ ସମ୍ଭାବ୍ୟ ପ୍ରଭାବକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।

    ଗଭୀର ସମୁଦ୍ର ଭିତରେ ଏଭଳି କାର୍ଯ୍ୟ କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି, ବିଶେଷଜ୍ଞ ଓ ଉନ୍ନତ ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ କାର୍ଯ୍ୟ ଆରମ୍ଭ ହୋଇଛି । ଆକାଶ ମାର୍ଗରୁ ବିଶେଷଜ୍ଞ ମାନେ ପହଞ୍ଚି କରୁଛନ୍ତି ତଦନ୍ତ । ସମୁଦ୍ର ଗର୍ଭରେ ଡ୍ରିଲିଂ କରିବା ପଛରେ ଭୂତାତ୍ତ୍ୱିକ ଅନୁସନ୍ଧାନ, ଭୂଗର୍ଭସ୍ଥ ସ୍ତରର ଗଠନ ସମ୍ପର୍କରେ ତଥ୍ୟ ଜାଣିବା ସହ ତୈଳ ଓ ପ୍ରାକୃତିକ ଗ୍ୟାସ୍ ଭଳି ସମ୍ପଦ ଥିବା ସୂଚନା ମିଳିଥିବା କୁହାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.2 ° C
    22.2 °
    22.2 °
    96 %
    2.6kmh
    95 %
    Fri
    28 °
    Sat
    29 °
    Sun
    29 °
    Mon
    29 °
    Tue
    29 °

    ସମ୍ବନ୍ଧିତ