Sunday, November 23, 2025
17.6 C
Odisha

    ଚାଲିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟ, ଗଞ୍ଜାମ ବନଖଣ୍ଡରୁ ପୁରୀ ଗଲା କାଠ

    ଆଗକୁ ପଢନ୍ତୁ

    ଗଞ୍ଜାମ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରୁ ପୁରୀକୁ ଗଲା କାଠ।  ଉତ୍ତର ଘୁମୁସର ବନଖଣ୍ଡର ଘୋଗଡ ଜଙ୍ଗଲରୁ ୪ ବର୍ଷ ଧରି କାଠ ପୁରୀକୁ ଯାଉଛି । ଚଳିତବର୍ଷ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଯାଇଛି ୨୩ ଖଣ୍ଡ ରଥକାଠ ।

    ଟ୍ରଲର ସାହାଯ୍ୟରେ ପଠାଯାଇଥିବା ରଥକାଠ ମଧ୍ୟରେ ରହିଛି ୪୦ ଫୁଟ ଲମ୍ବର ୨୧ ଟି ଧଉରା ଏବଂ ଦୁଇଟି ଅସନ କାଠ । ଚଳିତ ବର୍ଷ ଦ୍ବିତୀୟ ପର୍ଯ୍ୟାୟରେ ପୁଣି ଏହି ବନଖଣ୍ଡର ବାଇବାଲି ଜଙ୍ଗଲରୁ ଯିବ ରଥକାଠ । ସମୁଦାୟ ୯୦ ଖଣ୍ଡ କାଠ ପଠାଇବା ପାଇଁ ବନବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ହୋମଯଜ୍ଞ ଓ ପୂଜାପାଠ ପରେ କାଠ ପୁରୀ ଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    17.6 ° C
    17.6 °
    17.6 °
    80 %
    1.4kmh
    69 %
    Sat
    18 °
    Sun
    28 °
    Mon
    27 °
    Tue
    27 °
    Wed
    26 °

    ସମ୍ବନ୍ଧିତ