Wednesday, December 17, 2025
15.8 C
Odisha

    ଚୁଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକ୍, ୧୦ ଯୁବତୀ ଗୁରୁତର

    ଆଗକୁ ପଢନ୍ତୁ

    ବାଲେଶ୍ଵର: ନୀଳଗିରିରେ ଅଘଟଣ । ଚିଙ୍ଗୁଡି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ ହୋଇ ୧୦ରୁ ଊର୍ଦ୍ଧ୍ବ ଯୁବତୀ ଗୁରୁତର । ନୀଳଗିରି ଗଡିଆମାଳ ସ୍ଥିତ ସ୍ନୋ ୱାର୍ଲ୍ଡ ନାମକ ଚିଙ୍ଗୁଡି ଫ୍ୟାକ୍ଟ୍ରିରେ ଘଟିଛି ଏହି ଅଘଟଣ । ସମସ୍ତ ଅସୁସ୍ଥଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କମ୍ପାନୀର କୌଣସି କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ନାହାନ୍ତି । ସାଥୀ କର୍ମଚାରୀମାନେ ଆଡତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ହଠାତ ବିଷାକ୍ତ ଗ୍ୟାସ ଲିକ ହେବାରୁ ସମସ୍ତେ ଅଚେତ ହୋଇପଡିଥିବା ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    15.8 ° C
    15.8 °
    15.8 °
    42 %
    1.9kmh
    0 %
    Wed
    16 °
    Thu
    26 °
    Fri
    26 °
    Sat
    26 °
    Sun
    28 °

    ସମ୍ବନ୍ଧିତ