Thursday, April 9, 2026
32 C
Odisha

    ଜାଣନ୍ତୁ ଆଜିର ରାଶିଫଳ

    ଆଗକୁ ପଢନ୍ତୁ

    ମେଷ: ଅଫିସ ମାମଲାରେ ଆପଣଙ୍କର ଆତ୍ମବିଶ୍ବାସ ଦୋହଲି ପାରେ। କୌଣସି ବଡ଼ କାମ ପୂରା କରିବା ପାଇଁ ଦାୟିତ୍ବ ପାଇବେ। ଆପଣ ଭାବିଥିବା କାମରେ ଲାଭ ହୋଇପାରେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ।

    ବୃଷ: ଚାକିରିଜୀବୀଙ୍କର ଭଲ ଆୟ ହେବ। କୌଣସି ମାମଲାରେ ଆପଣ ସକ୍ରିୟ ରହିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକ କୌଣସି ସମାରୋହରେ ସାମିଲ ହେବେ। ଆପଣ କୌଣସି ଉଦ୍ୟାନକୁ ବୁଲିବାକୁ ଯାଇପାରନ୍ତି।

    ମିଥୁନ: ଆପଣଙ୍କର ସ୍ଥିତି ଓ ଯୋଗ୍ୟତା ହିସାବରେ କାମ କରନ୍ତୁ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ଆରାମ ପାଇବେ। ଆପଣ ନିଜ ଜୀବନଶୈଳୀ ପରିବର୍ତ୍ତନ କରିବେ। ରାଜନୀତିରେ ସଫଳତା ପାଇବେ।

    କର୍କଟ: ନକାରାତ୍ମକ ବିଚାରଠୁ ଦୂରରେ ରହିବାକୁ ଚେଷ୍ଟା କରିବେ। ବ୍ୟବସାୟରେ କଠିନ ପରିଶ୍ରମର ଲାଭ ହେବ। ପରିବାରରେ ଧାର୍ମିକ ଆୟୋଜନର ଯୋଗ ଅଛି। ସମାଜରେ ମାନ ସମ୍ମାନ ବୃଦ୍ଧି ହେବ।

    ସିଂହ: ଦିନଟି ଆତ୍ମବିଶ୍ବାସ ଭରା ରହିବ। ଆପଣଙ୍କ ଜରୁରୀ କାମ ସଂପୂର୍ଣ୍ଣ ହୋଇପାରେ। ଆପଣ ନିଜର ଯୋଜନା ପ୍ରତି ଗୋପନୀୟତା ବଜାୟ ରଖନ୍ତୁ। ଛାତ୍ର ଅଧୁରା କାମ ସହପାଠୀଙ୍କ ସାହାଯ୍ୟରେ ପୂରା କରିବେ।

    କନ୍ୟା: କାର୍ଯ୍ୟକ୍ଷେତ୍ରରେ ଲୋକମାନଙ୍କର ପୂରା ସହଯୋଗ ପାଇବେ। ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ବାହାରେ ତୈଳଯୁକ୍ତ ଖାଦ୍ୟ ବର୍ଜନ କରନ୍ତୁ। କ୍ୟାରିୟରରେ ଆଗକୁ ବଢ଼ିବାର ସୁଯୋଗ ପାଇବେ।

    ତୁଳା: ଆପଣଙ୍କ ଭିତରେ ସକାରାତ୍ମକ କାଏମ୍ ରହିବ। କୌଣସି ମାମଲାରେ ଯୁକ୍ତତର୍କ କରନ୍ତୁ ନାହିଁ। ଲୋକମାନଙ୍କ ସହିତ ମିଶି କଥା କହିବାରେ ଖୁସି ଅନୁଭବ କରିବେ। ଅସହାୟଙ୍କୁ ସାହାଯ୍ୟ କରିବେ।‌

    ବିଛା: ଆପଣଙ୍କ ସକାରାତ୍ମକ ଭାବନା ଆପଣଙ୍କ ହିତରେ ହେବ। ଆପଣଙ୍କର କିଛି ନୂଆ ବନ୍ଧୁ ହେବେ। କ୍ୟାରିୟର ପାଇଁ ସାହାଯ୍ୟକାରୀ ଲୋକଙ୍କ ସହିତ ସାକ୍ଷାତ ହେବ। ସବୁ କାମରେ ସଫଳତା ପାଇବେ। ‌

    ଧନୁ: ଜରୁରୀ କାମରେ ବ୍ୟସ୍ତ ରହିବେ। ଘରୋଇ କାମରେ ଜୀବନସାଥୀର ପୂରା ସହଯୋଗ ପାଇବେ। ପିତା ମାତାଙ୍କର ଆଶୀବାର୍ଦ ନିଅନ୍ତୁ ସବୁ ସମସ୍ୟାର ସମାଧାନ ମିଳିବ। ଘରକୁ ବନ୍ଧୁ ଆସିବା ଯିବା ଲାଗି ରହିବ।‌

    ମକର: ଆପଣ ନିଜକୁ ଶକ୍ତିଶାଳୀ ଅନୁଭବ କରିବେ। ଆପଣଙ୍କର ସୃଜନଶୀଳ ପ୍ରତିଭା ଖୋଲିକରି ସାମନାକୁ ଆସିବ। ସାମାଜିକ କ୍ଷେତ୍ରରେ ମାନ ପ୍ରତିଷ୍ଠା ବଢ଼ିବ। ଶିକ୍ଷାକ୍ଷେତ୍ରରେ ଉନ୍ନତି ମିଳିପାରେ।

    କୁମ୍ଭ: ଆୟ ବଢ଼ାଇବା ଲାଗି ନୂଆ ଯୋଜନା ତିଆରି କରିବେ। ବିଗିଡ଼ି ଥିବା ସମ୍ବନ୍ଧକୁ ସୁଧାରିବାରେ ସଫଳ ହେବେ। ମ୍ୟାନଜର ପଦବୀରେ ଥିବା ଲୋକଙ୍କ ଲାଗି ଭଲ ଦିନଟିଏ। ଉଚ୍ଚଅଧିକାରୀଙ୍କ ସହିତ ସାକ୍ଷାତ ହେବ।

    ମୀନ: କୌଣସି ଚୁକ୍ତିବଦ୍ଧ କାର୍ଯ୍ୟ ମିଳିବା ଯୋଗୁଁ ମନ ପ୍ରସନ୍ନ ରହିବ। ଫାଲତୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖି ସଂଚୟ ପାଇଁ ଭାବିବେ। ବନ୍ଧୁ ସହିତ ସମ୍ବନ୍ଧରେ ସୁଧାର ଆସିବ। ସାମାଜିକ କାର୍ଯ୍ୟରେ ଯୋଗ ଦେବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    32 ° C
    32 °
    32 °
    35 %
    0.9kmh
    87 %
    Thu
    37 °
    Fri
    37 °
    Sat
    38 °
    Sun
    41 °
    Mon
    42 °

    ସମ୍ବନ୍ଧିତ