Friday, May 23, 2025
32 C
Odisha

    ଜାଣନ୍ତୁ ଆଜିର ରାଶିଫଳ

    ଆଗକୁ ପଢନ୍ତୁ

    ମେଷ  :  ଆପଣଙ୍କ କୋର୍ଟ କଚେରି ମାମଲାରେ କିଛି ବାଧା ଆସିପାରେ। ଯେଉଁ ବେପାର ଆରମ୍ଭ କରିବେ ସେଥିରେ ସଫଳତା ପାଇବେ। କୌଣସି ବନ୍ଧୁଙ୍କ ସହାୟତା ପାଇବେ।

    ବୃଷ  :  କାହାରି ମାମଲାରେ ଦଖଲ ଦିଅନ୍ତୁ ନାହିଁ। ବଡ଼ ପ୍ରୋଜେକ୍ଟରେ ପୁଞ୍ଜି ଲଗାଇବାକୁ ଭାବୁଥିଲେ କୌଣସି ବୁଦ୍ଧିମାନ ବ୍ୟକ୍ତିଙ୍କ ମତ ନିଅନ୍ତୁ। ସ୍ବାସ୍ଥ୍ୟ ନେଇ ସତର୍କ ରହନ୍ତୁ।

    ମିଥୁନ  :   ଯେଉଁ କାମ ଆରମ୍ଭ କରିବେ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। କ୍ୟାରିଅରରେ ନୂଆ ଅବସର ପାଇବେ। ବାଣିଜ୍ୟ ଛାତ୍ରଛାତ୍ରୀ ମାର୍କେଟିଙ୍ଗ ବିଷୟରେ ଜାଣିବେ।

    କର୍କଟ  :  ସମସ୍ତେ ଆପଣଙ୍କର ମତ ନେବାକୁ ଚାହିଁବେ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଢ଼ିବ। କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ଆପଣଙ୍କର ସାକ୍ଷାତ ହୋଇପାରେ।

    ସିଂହ  :  ଦୂରରେ ଥିବା ସଂପର୍କୀୟଙ୍କ ସହ ଫୋନରେ ଯୋଗାଯୋଗ ରହିବ। ଅଫିସ କାମରେ ବାଧା ଦୂର ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

    କନ୍ୟା  :  ବିନା କାରଣରେ ଆରମ୍ଭ ହୋଇଥିବା ବାଧା ସମାପ୍ତ ହୋଇଯିବ। ଅଜା ଘରୁ ଖୁସି ଖବର ପାଇବେ। ସୋସିଆଲ ମିଡିଆରେ ନୂଆ ଲୋକଙ୍କ ସହିତ କଥା ହେବେ।

    ତୁଳା  :  କାମ ମାମଲାରେ ଆପଣ ବହୁତ ବ୍ୟାବହାରିକ ରହିବେ। ଆପଣଙ୍କର ମିଠା ବାଣୀ କାମ ପୂରା କରିବାରେ ସାହାଯ୍ୟ କରିବ। ପରିବାର ଲୋକଙ୍କ ସହ ଭଲ ସାମଞ୍ଜସ୍ୟ ରହିବ। ‌

    ବିଛା  :  ଅନ୍ୟଠୁ ପ୍ରେରଣା ନେଇ କାମ କରିବା ଦରକାର। କଥା ବାପା ମାଆଙ୍କ ସହିତ ସମୟ ଅତିବାହିତ କରନ୍ତୁ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

    ଧନୁ :  ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବ୍ୟବସାୟ ବଢ଼ାଇବା ଲାଗି ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ପଡ଼ୋଶୀ ଆପଣଙ୍କୁ କୌଣସି ପ୍ରକାର ସହାୟତା ମାଗିବେ।

    ମକର :  ଅଫିସରେ କୌଣସି ସହକର୍ମୀଙ୍କ ସହିତ ବନ୍ଧୁତା ହେବ। ନିଜ ସଂଯମ ରଖନ୍ତୁ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଖୁସିଭରା ରହିବ।

    କୁମ୍ଭ  :  ଆପଣଙ୍କ ଉପରେ ଲୋକଙ୍କ ଭରସା ରହିବ। ଆପଣଙ୍କର ସଚ୍ଚୋଟତାରୁ ଲୋକେ ପ୍ରେରଣା ନେବେ। କର୍ମଜୀବୀ ମହିଳା ନୂଆ ପ୍ରୋଜେକ୍ଟରେ କାମ କରିବେ।

    ମୀନ  :  ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ପୂର୍ବରୁ କରିଥିବା କାମରେ ଦିଗୁଣା ଲାଭ ପାଇବେ। ଶିକ୍ଷକଙ୍କ ସହଯୋଗରେ ଆପଣଙ୍କର ପ୍ରୋଜେକ୍ଟ ପୂରା ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    32 ° C
    32 °
    32 °
    51 %
    1.2kmh
    87 %
    Fri
    34 °
    Sat
    33 °
    Sun
    36 °
    Mon
    35 °
    Tue
    36 °

    ସମ୍ବନ୍ଧିତ