Thursday, June 5, 2025
27.3 C
Odisha

    ଜାଣନ୍ତୁ ଆଜିର ରାଶିଫଳ

    ଆଗକୁ ପଢନ୍ତୁ

    ମେଷ  : କ୍ରୋଧୀ ହୋଇପାରନ୍ତି, ନିଜ କଥା ଉପରେ ସଂକୋଚ ରଖନ୍ତୁ।ପରସେବକ ହେବେ। କୃପଣ ଓ ଲୋଭୀ ହେବେ। ବିଦେଶ ଯାତ୍ରୀ କରିପାରନ୍ତି। ନିଷ୍ଠୁର ହେବେ। କର୍ମ ଚଞ୍ଚଳ ରହିବେ ଓ ଧନଶାଳୀ ହେବେ।

    ବୃଷ  :  ଦେବ କାର୍ଯ୍ୟ ସମ୍ପାଦିତ କରିପାରିବେ। ବିଚିତ୍ର ବସନ ପରିଧାନରେ ଆଗ୍ରହୀ ହେବେ। କୃତ୍ରିମ କର୍ମରେ ତତ୍ପରତା ପ୍ରକାଶ ପାଇବ। ଧାତୁବାଦରେ ଧନ ବ୍ୟୟ କରିବେ। ପତ୍ନୀ ସହାୟିତା ହେବେ।

    ମିଥୁନ  : ପ୍ରତ୍ୟେକ କ୍ଷେତ୍ରରେ ବିଶେଷ ଲାଭବାନ୍‌ ହେବେ। ପତ୍ନୀ ପ୍ରୀତି ପ୍ରତିମା ହେବେ। ବସ୍ତ୍ର ପ୍ରାପ୍ତିର ସୂଚନା ମିଳୁଛି। ପୁଷ୍ପା ଭରଣ ହୋଇପାରନ୍ତି। ଖାଦ୍ୟ, ପେୟରେ ପ୍ରସିଦ୍ଧି ଲାଭ କରିବେ।

    କର୍କଟ  :  ବୃକ୍ଷ ରୋପଣରୁ ଧନ ଅର୍ଜନ କରିବେ। ଲୋକଙ୍କ ଦ୍ବାରା ପରିବେଶ ସୁରକ୍ଷା କରିପାରିବେ। ଜଳ ସଙ୍କଟ ପାଇଁ କୂପ ଖନନରେ ମନ ଦେବେ। ଘାଟ ନିଲାମରୁ ଧନ ଅର୍ଜନ କରିବେ।

    ସିଂହ  :  ସର୍ବଧର୍ମ ସମନ୍ବୟ ରକ୍ଷା କରିବେ। ସ୍ବଧର୍ମରୁ ବିଚ୍ୟୁତ ହେବେନାହିଁ। ତୀର୍ଥ ସେବାକାରୀ ଭାବେ ବିଖ୍ୟାତ ଖ୍ୟାତି ଅର୍ଜନ କରିବେ। ବିଜୟୀ ସ୍ବଭାବର ହେବେ। ଅଜାତ ଶତ୍ରୁ ହେଇପାରନ୍ତି।

    କନ୍ୟା  :  ଅନ୍ୟାୟର ଘୋର ବିରୋଧୀ ହେବେ। ଦରକାର ପଡ଼ିଲେ ନ୍ୟାୟରୁ ମୁକ୍ତି ପାଇଁ ରକ୍ତାକ୍ତ ସଂଗ୍ରାମ କରି ନିଜେ ଆହତ ହେବା ସହିତ ଧର୍ମର ରକ୍ଷା କରିବେ। ସତର୍କତାର ସହ ବୁଝିବିଚାରି କାର୍ଯ୍ୟ କରିବେ।

    ତୁଳା  :  ପତ୍ନୀ ଗୁଣବତୀ ହେବେ। ବିବିଧ ଗୁଣ ଯୁକ୍ତା ହେଇପାରନ୍ତି। ପଦାର୍ଥ ପ୍ରିୟା ହେବେ। ଧର୍ମଯୁକ୍ତା ହୋଇପାରନ୍ତି। ବହୁ ପୁତ୍ରା ହେବାର ସୂଚନା ମିଳୁଛି। ବିନୀତା ସ୍ବଭାବ ଯୁକ୍ତା ହେବେ।

    ବିଛା  :  କାହାରି ଆଶ୍ରିତ ନହୋଇ ନିଜ ବୁଦ୍ଧି ବଳରେ ଭବିଷ୍ୟତ ନିର୍ମାଣ କରିବେ। ବ୍ୟବସାୟାଦି ବିଭିନ୍ନ କର୍ମକରି ଶୀଳଧନ ପ୍ରାପ୍ତ ହେବେ। ଲୋକ ସମ୍ପର୍କ ବୃଦ୍ଧି ହେବ। ଯୁବ ସମାଜକୁ ଦିଗ୍‌ଦର୍ଶନ ଦେବେ।

    ଧନୁ  :  ଗୁଣବାନ୍‌ ଓ ସଚରିତ୍ର ପୁତ୍ର ଯୁକ୍ତ ହେବେ। ଶକ୍ତିମାନ, କୌଶଳୀ ଓ ଶତ୍ରୁ ଦମନକାରୀ ହେଇପାରନ୍ତି। ଶତ୍ରୁ ହନ୍ତା ହେବା ଆଶା କରାଯାଏ। ସେବାପ୍ରିୟ ହେବେ। ମାନ, ସମ୍ମାନ ଯୁକ୍ତ ହେବେ।

    ମକର  :  ଜଳାଶୟ ନିର୍ମାଣାଦି ଧର୍ମ କାର୍ଯ୍ୟ କରିବା ସହିତ ଧନପ୍ରାପ୍ତ ହେବାର ସୂଚନା ମିଳୁଛି। ଜଣେ ଉତ୍ତମ ସଂଗଠକ ଓ ନଷ୍ଠାପର କର୍ମୀ ହେବେ। ଜିଦ୍‌ଖୋର ମନୋବୃତ୍ତିର ହେବେ। ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିପାରନ୍ତି।

    କୁମ୍ଭ  :  ଯେତେ ଅପରାଧ କରିଥିଲେ ବି, ସମସ୍ତେ କ୍ଷମା କରିବେ। କୃତଜ୍ଞ ହେବେ। ସତ୍ୟ ଯୁକ୍ତ ହେବେ। ପଣ୍ଡିତମାନଙ୍କ ସହିତ ମିତ୍ରତା କରିବେ।

    ମୀନ  :  ବହୁ ଉପାୟରେ ଧନ ଅର୍ଜନ କରିପାରନ୍ତି। ଧର୍ମ, କ୍ରିୟାରେ ବିଦ୍ୟା ପ୍ରଭାବରେ ବ୍ୟବସାୟରେ ମାତାପିତାଙ୍କ କଲ୍ୟାଣରୁ ଧନପ୍ରାପ୍ତି ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.3 ° C
    27.3 °
    27.3 °
    60 %
    1.2kmh
    63 %
    Wed
    27 °
    Thu
    38 °
    Fri
    40 °
    Sat
    41 °
    Sun
    42 °

    ସମ୍ବନ୍ଧିତ