Friday, July 4, 2025
24.5 C
Odisha

ଜାଣନ୍ତୁ ଚୁମ୍ବନ କରିବା ଦ୍ୱାରା ହୁଏ କି କ୍ୟାନ୍ସର

ଆଗକୁ ପଢନ୍ତୁ

ସାରା ବିଶ୍ୱରେ କ୍ୟାନ୍ସର କାୟା ବିସ୍ତାର କରିଛି । ଭାରତରେ ମଧ୍ୟ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା କମ୍ ନୁହେଁ । ବତ୍ତର୍ମାନ ମସୟରେ ୨୦୦ରୁ ଅଧିକ ପ୍ରକାରର କ୍ୟାନ୍ସର ମଣିଷ ଶରୀରରେ ଚିହ୍ନଟ ହୋଇସାରିଲାଣି । ଏ ରୋଗକୁ ନେଇ ବିଭିନ୍ନ ପ୍ରକାର ଭ୍ରମ ମଧ୍ୟ ଚାରିଆଡ଼େ ଘୁୂରିବୁଲୁଛି । ଆଜିକାଲି ଶୁଣିବାକୁ ମିଳୁଛି ଚୁମ୍ବନ କଲେ ମଧ୍ୟ କ୍ୟାନ୍ସର ହୁଏ, ତେବେ ଚାଲନ୍ତୁ ଜାଣିବା ଏ କଥା କେତେ ସତ…

ଡାକ୍ତରଙ୍କ ମତରେ ଏ କଥା ଆଦୌ ସତ ନୁହେଁ । କାହାକୁ ଚୁମ୍ବନ କରିବା ଦ୍ୱାରା କ୍ୟାନ୍ସର ହୋଇ ନ ଥାଏ । କିସ୍ ଦ୍ୱାରା କ୍ୟାନ୍ସର ଜୀବାଣୁ ଜଣଙ୍କ ଦେହରୁ ଅନ୍ୟଜଣଙ୍କ ଶରୀରକୁ ଯାଇ ନଥାଏ । ଏହା ସମ୍ଭବପର ନୁହେଁ । କ୍ୟାନ୍ସର ଭିଆଉଥିବା ଜୀବାଣୁ ଧୁମ୍ରପାନ, ଲାଇଫଷ୍ଟାଇଲରେ ପରିବର୍ତ୍ତନ ଏବଂ ଖାଦ୍ୟପେୟ ଠିକ୍ ନ ରଖିଲେ ବଢ଼େ ।

ଚୁମ୍ବନ ଦ୍ୱାରା ବ୍ୟାପୁଥିବା ରୋଗକୁ କିସିଙ୍ଗ୍ ଡିଜିଜ୍ ବୋଲି କୁହାଯାଏ । ଏହାକୁ ମେଡିକାଲ ଭାଷାରେ ଇନଫେକ୍ସିୟସ୍ ମୋନୋନ୍ୟୁକ୍ଲିୟୋସିସ୍ ବୋଲି କୁହାଯାଏ ।

କିସିଙ୍ଗ୍ ଡିଜିଜ୍ ବହୁ ଭାଇରାସ ଦ୍ୱାରା ବ୍ୟାପିଥାଏ । ଇବିଭି ନାମକ ଭଇରସ ଦ୍ୱାରା ଏକ ରୋଗ ବେଶୀମାତ୍ରାରେ ବ୍ୟାପିଥାଏ । ଚୁମ୍ବନ ଦ୍ୱାରା ଏହି ଜୀବାଣୁ ଜଣଙ୍କ ଶରୀରରୁ ଅନ୍ୟ ଜଣକ ଶରୀରକୁ ଅତି ସହଜରେ ଟ୍ରାନ୍ସଫର ହୋଇଥାଏ ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
24.5 ° C
24.5 °
24.5 °
91 %
2.7kmh
100 %
Fri
28 °
Sat
28 °
Sun
27 °
Mon
25 °
Tue
26 °

ସମ୍ବନ୍ଧିତ